୧୦ ଫୁଟ ଉପରକୁ ଉଡ଼ିଲା କାର୍, ପରେ ଜେସିବିରେ ଝୁଲି ରହିଲା : ଅଳ୍ପକେ ବର୍ତ୍ତିଲେ ୩ ଯୁବକ
ଉଦଳା : ୧୦ ଫୁଟ ଉପରକୁ ଉଡ଼ିଲା କାର୍ । ପରେ ଜେସିବି ଉପରେ ଝୁଲି ରହିଲା । ଅଳ୍ପକେ ବର୍ତ୍ତିଲେ ୩ ଯୁବକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଜାମୁଘାଟ ପୋଲରେ ଭୟଙ୍କର ଦୁର୍ଘଟଣା ଘଟିଛି ।
ଗତକାଲି ବାଲେଶ୍ବର ପଟୁ ଏକ କାର୍ ଦ୍ରୁତ ଗତିରେ ଆସିଥିଲା । ଜାମୁଘାଟ ନିକଟରେ ଭାରସାମ୍ୟ ହରାଇ ମାଟି…