Browsing Tag

car accident

ଡ୍ରାଇଭିଂ ଶିଖିବା ବେଳେ କୂଅରେ ପଡିଲା କାର୍, ଦୁଇ ଭାଇ ସହିତ ଅନ୍ୟ ଜଣେ ମୃତ

କାର୍ ଡ୍ରାଇଭିଂ ଶିଖୁଥିବା ବେଳେ କୂଅରେ ଖସିପଡିଲା କାର୍ । ଫଳରେ ଦୁଇ ଭାଇ ସମେତ ୩ ଜଣଙ୍କର ମ୍‌ତ୍ୟୁ ହୋଇଛି । ଘଟଣା ବିଷୟରେ ଜଣାପଡିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କୂଅ ଭିତରୁ ମୃତଦେହକୁ ଉଦ୍ଧାର କରିଛି । ଏଙଲଇ ଘଟଣା ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ବୁଟିବୋରୀ ପୋଲିସ ଥାନା…

ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟିହେଲା କାର, ୫ ଗୁରୁତର ୨ଆହତ

ଆନନ୍ଦପୁର : ଘଟିଲା ଅଘଟଣ । ଜାତୀୟ ରାଜପଥ ୨୦ ର ବିରଗୋବିନ୍ଦପୁର ନିକଟରେ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି ।  ଏହି ଘଟଣାରେ ୫ ଜଣ ଗୁରୁତର ୨ ଜଣ ଆହତ ହୋଇଛନ୍ତି ।  ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥ ବିରଗୋବିନ୍ଦପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ କାର୍ ଭାରସାମ୍ୟ ହରାଇ ରାସ୍ତା…

ଛତିଶଗଡ : କାର୍-ଟ୍ରକ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

ଛତିଶଗଡ଼ର ବାଲୋଡ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏକ ଟ୍ରକ୍ ଓ ଏସୟୁଭି କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ବାଲୋଡ ଜିଲ୍ଲା ଭାନୁପ୍ରତାପପୁର-ଦଲ୍ଲିରାଝରା ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା…

ଭାରସାମ୍ୟ ହରାଇ ଦ୍ରହକୁ ଖସିଲା କାର୍, ୫ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେଲଙ୍ଗାନା ଭୁବନଗିରୀ ଜିଲ୍ଳା ଜଲାଲପୁର ଗାଁ ପୋଚାମପଲ୍ଲୀ ଥାନା ଅଞ୍ଚଳରେ ମର୍ମନ୍ତୁଦ କାର ଦୁର୍ଘଟଣା । କାର ହ୍ରଦକୁ ଖସିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । କୋଠାଗୁଡେମରୁ ଆସୁଥିବା ସମୟରେ ଜଲାଲପୁର ଗାଁ ନିକଟରେ…

କାର୍ -ବସ୍  ମୁହାଁମୁହିଁ ଧକ୍କା, ଚାଲିଗଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ

କାର୍-ବସ୍ ମୁହାଁମୁହିଁ ଧକ୍କା ।  ଅକାଳରେ ଚାଲିଗଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ । କେରଳ କାଲାରକୋଡର ଅଲପ୍ପୁଝାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  । ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି।  ମୃତକମାନେ  ଅଲାପ୍ପୁଝାର ଟିଡି ମେଡିକାଲ ପ୍ରଥମ ବର୍ଷର ଛାତ୍ର ଥିଲେ । ଦୁଇ…

ଉଦୟପୁରରେ ଭୟଙ୍କର ଦୁର୍ଘଟଣା, କାର୍ ଓ ଡମ୍ପର ମଧ୍ୟରେ ଧକ୍କା, ୫ ଯୁବକ ମୃତ

ରାଜସ୍ଥାନର ଉଦୟପୁରରେ ଗୁରୁବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କାର୍ ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୫ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଯୁବକମାନେ ରାସ୍ତାର ଭୁଲ ପାର୍ଶ୍ୱରେ କାର୍ ଚଳାଉଥିଲେ । ମୃତକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହେଡ୍…

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଦୁଇ କାର୍‌ ମୁହାଁମୁହିଁ ଧକ୍କା, ୫ଆହତ

ପିପିଲି : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଗୁଡ଼ିଆପୋଖରୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁଇ କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଓ ୩ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ…

ଲୋକଙ୍କ ଉପରେ ମାଡ଼ିଗଲା କାର, ୫ ଗୁରୁତର

ବାହାନଗା: ଲୋକଙ୍କ ଉପରେ ମାଡ଼ିଗଲା ଗାଡ଼ି । କାର ଧକ୍କାରେ ୫ ଗୁରୁତର। ଵାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଏହି ଦୁର୍ଘଟଣା ଘଟିଛି । ଗୋପାଳପୁର ପରିବା ବଜାରରେ ଲୋକଙ୍କ ଗହଳି ଲାଗିଥିଲା । ଏହି ସମୟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ କାରଟି ଦ୍ରୁତ ଗତିରେ ଯାଇ ଲୋକଙ୍କ ଉପରେ…

ଆମ୍ବ ଗଛରେ ପିଟିହେଲା କାର, ଦୁର୍ଘଟଣାରେ ୨ ମୃତ

ଗୋପ : ଆମ୍ବ ଗଛକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୋପ - କୋଣାର୍କ ମୁଖ୍ୟ ରାସ୍ତାର ଜୁଣେଇ ବଜାର ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। କାରରେ ୩ଜଣ ରହିଥିଲେ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।…

ଡମଣାରେ ଦୁର୍ଘଟଣା, କାର ଧକ୍କାରେ ଉଡ଼ିଗଲା ଟ୍ରାଫିକ ପୋଷ୍ଟ

ଭୁବନେଶ୍ବର: କାର ଧକ୍କାରେ ଉଡ଼ିଗଲା ଟ୍ରାଫିକ ପୋଷ୍ଟ । ଭୁବନେଶ୍ବର ଡମଣା ଟ୍ରାଫିକ ପୋଷ୍ଟରେ ପିଟିହେଲା କାର୍ । ଗତକାଲି ରାତି ପ୍ରାୟ ୧୧ଟାରେ ଗାଡକଣ ପଟୁ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଟ୍ରାଫିକ ପୋଷ୍ଟରେ ପିଟି ହୋଇଯାଇଥିଲା ।  ଫଳରେ ଟ୍ରାଫିକ ପୋଷ୍ଟଟି ଭାଙ୍ଗିଯାଇ ପ୍ରାୟ ୨୦ ଫୁଟ…

ପନ୍ଦର ଫୁଟ ତଳକୁ ଖସିଲା କାର, ଯୁବକ ମୃତ

ଲମତାପୁଟ : ଭାରସାମ୍ୟ ହରାଇ ପନ୍ଦର ଫୁଟ ତଳକୁ ଖସିଲା କାର । ଘଟଣା ସ୍ଥଳରେ ଯୁବକ ମୃତ, ଅନ୍ୟ ୩ ଗୁରୁତର ଆହତ । ଏଭଳି ଦୁଃଖଦ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ମୁଚିମପୁଟ ଥାନା ଅସରଡା ଘାଟିରେ । ମୃତକ ହେଲେ କୋରାପୁଟ ଜିଲ୍ଳା ବୈପାରିଗୁଡା ଗାଁର ଉମା ଶଙ୍କର ଭୂୟାଁ  l…