Browsing Tag

car accident

କେନ୍ଦୁଝର : ବୋଲେରୋ ସହ କାର୍ ମୁହାଁମୁହିଁ ଧକ୍କାରେ ୨ଗୁରୁତର, ୩ ଆହତ

ଘଟଗାଁ : ବୋଲେରୋ ସହ କାର ମୁହାଁମୁହିଁ ଧକ୍କାରେ ୨ଜଣ ଗୁରୁତର ଥିବା ବେଳେ ୩ଜଣ ସାମାନ୍ୟ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ଘଟିବାର ଦେଖି ସ୍ଥାନୀୟ ଲୋକେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ…

କୋରାପୁଟ : ଦୁର୍ଘଟଣା ପରେ ପାତାଳି ନଦୀକୁ ଖସିଲା କାର, ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ୪ ଜଣ ଗୁରୁତର ଆହତ

କୋରାପୁଟ : କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଂଚଳରେ ଦୁର୍ଘଟଣା । ଏକ ଅଟୋ ସହ କାର୍‌ର ମୁହାଁ ମୁହିଁ ଧକ୍କା ହେବା ଫଳରେ କାର୍‌ଟି ପାତାଳି ନଦୀକୁ ଖସି ପଡ଼ିଛି । ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଟୋରେ ବସିଥିବା ୪ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି…

କଟକ ତେଲେଙ୍ଗାପେଣ୍ଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: କେନାଲ ଭିତରକୁ ପଶିଗଲା କାର୍, ୩ମୃତ

କଟକ: ମର୍ମନ୍ତୁଦ ଦୁର୍ଘଟଣା । କେନାଲ ଭିତରେ ପଶିଗଲା କାର୍। ଘଟଣାସ୍ଥଳରେ ହିଁ ଚାଲିଗଲା ୩ଟି ଜୀବନ। ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜାଗୱାର କାର୍‌ଟି ଭୁବନେଶ୍ୱର ଆଡକୁ ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ…

କଟକ: କେନାଲ ତଳକୁ ଖସିଗଲା କାର, ଜଣେ ମୃତ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

କଟକ(କେନ୍ୟୁଜ୍): କେନାଲ  ତଳକୁ ଖସିଗଲା କାର। କଟକ କଲ୍ୟାଣୀନଗରରେ ଘଟିଛି  ଏହି ଅଘଟଣ । ତାଳଦଣ୍ଡା କେନାଲ ପାଖ ବଡ଼ ନାଳକୁ କରଟି  ଖସି ପଡିଥିବାର ମିଳିଛି  ଖବର। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି  କାର ଭିତରୁ ମନଜିତ୍ ରଏତ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…

ସୁନ୍ଦରଗଡ ବାଲିଯୋଡି ନିକଟରେ ମର୍ମନ୍ତୁଦ କାର୍ ଦୁର୍ଘଟଣା: ୨ମୃତ, ଜଣେ ଆହତ

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର ବାଲିଯୋଡି ନିକଟରେ କାର ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର। ସୂଚନା ଅନୁଯାୟୀ, ଡେଙ୍ଗୁଳାରୁ ଭୋଜିଭାତ ଖାଇ ନିଜ ଗ୍ରାମ ଝାରଖଣ୍ଡର କିରିବୁରୁକୁ ଫେରୁଥିବା ରାସ୍ତାରେ ବାଲିଯୋରି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି…

ନୂଆ କାରର ଶୁଭାରମ୍ଭ ବୋହୁ ହାତରେ କରାଉଥିଲେ ଶାଶୁ, ଶୋରୁମ ଭାଙ୍ଗି ଅନ୍ୟ କାର ଉପରେ ଯାଇ ପଡିଲେ ବୋହୁ

କୁହାଯାଏ 'ଅଳ୍ପ ବିଦ୍ୟା ଭୟଙ୍କରୀ' । ଏହି କଥାର ଅର୍ଥ ହେଉଛି ଯଦି କୌଣସି ଏକ ବିଷୟ ଉପରେ ତୁମକୁ ସଠିକ ଜ୍ଞାନ ନାହିଁ ତେବେ ତାକୁ ନେଇ ତୁମେ ଆଗକୁ ବଢିବା ଉଚିତ ନୁହେଁ ନଚେତ ପରିଣାମ ଭୟଙ୍କର ହୋଇପାରେ । ଠିକ ସେହିପରି ଏକ ଘଟଣା ଘଟିଛି ଇନ୍ଦୋରର ଏକ ପରିବାର ସହ । ଘଟଣାଟି ଏପରି ଯେ ଇନ୍ଦୋରର…

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଗଲା ୩ ଜୀବନ

ଯାଜପୁର: ଟ୍ରକ ପଛପଟୁ ଧକ୍କା ଦେଲା କାର। ଦୁର୍ଘଟଣାରେ ଗଲା ୩ ଜୀବନ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା କାର୍‌ । ଫଳରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଭୋରରୁ କାରଟି…

ଖାରବେଳ ନଗର ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାରସାମ୍ଯ ହରାଇ ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍

ଭୁବନେଶ୍ବର: ଗତକାଲି ରାତିରେ ଖାରବେଳ ନଗର ଥାନା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଛି । ଲକ୍ ଡାଉନ୍ ଚାଲିଥିବାବେଳେ ଖୋଲା ସଡ଼କରେ ଘଟିଛି ଏହି ଦୁର୍ଘଟଣା । ବ୍ଯକ୍ତି ଜଣଙ୍କ ମଦ ପିଇ ବେପରୁଆ ଗାଡ଼ି ଚାଳନା କରୁଥିଲେ । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।…

ଘର ଭିତରକୁ ମାଡ଼ିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ୪ ଜଣ ଯାତ୍ରୀ

ନିଆଳି (କେ ନ୍ୟୁଜ୍‌) : ଘର ଭିତରକୁ ପଶିଗଲା କାର୍ । କାର୍‌ରେ ଥିବା ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବୁଦ୍ଧିପଡା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତ୍ରିରେ ଅଠାନ୍ତର ଗ୍ରାମର ୩ ଜଣ ଏକ କାର୍ ଭଡା କରି ମେଡିକାଲ୍ ଯାଉଥିଲେ ।…

ଯାଜପୁର: ମହାଶିବରାତ୍ରୀରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨ ବିଦେଶୀ ପର୍ଯ୍ୟଟକ

ଯାଜପୁର(କେନ୍ୟୁଜ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଏକ ଇନୋଭା ଗାଡିରେ ଦୁଇ ବିଦେଶୀ ପର୍ଯ୍ଯଟକ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ଏହି…

୩ ମାସରୁ ଶିଶୁକୁ ଧକ୍କା ଦେଲା କାର, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଜବରଦସ୍ତ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ନିଶ୍ଚିତ। ଭିଡିଓକୁ ଦେଖିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଦ୍ରୁତ ଗତିର କାର ଆସି ପ୍ରାମରେ ଯାଉଥିବା ଏକ ୩ ମାସର ଛୁଆକୁ ଧକ୍କା ମାରି…

ଭୁବନେଶ୍ବର:ଗତକାଲି ବିଳମ୍ବିତ ରାତିରେ ପଳାଶୁଣି ନିକଟରେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଦୁଇଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ୟୁଜ୍): ୧୬ ନମ୍ବର ଜାତୀୟ ରାଜପଥ ହଂସପାଳ ନିକଟରେ ଗତ କାଲି ବିଳମ୍ବିତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କର ଜୀବନ ଯାଇଥିବା ବେଳେ ଓ ୧୦ରୁ ଅଧିକା ଆହତ ହୋଇଛନ୍ତି ।  ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସଢେ  ୨ଟା ସମୟରେ ଭୁବନେଶ୍ବର ଆଡକୁ ଏକ ଟ୍ରାଭେରା ଗାଡି…