Browsing Tag

car burn case

ଗଛରେ ପିଟି ହେବା ପରେ କାର୍‌ରେ ଲାଗିଲା ଭୀଷଣ ନିଆଁ; ୨ ଜୀବନ୍ତ ଦଗ୍ଧ…ରାସ୍ତାରେ ଯାଉଥିବା ଯୁବକ ଫେସ୍‌ବୁକ ଲାଇଭ୍‌ କରି…

ଛତିଶଗଡ଼ର ମନେନ୍ଦ୍ରଗଡ଼-ଚିରମିରୀ-ଭରତପୁର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ କାର୍‌ରେ ହଠାତ୍‌ ନିଅାଁ ଲାଗିଯିବାରୁ ସେଥିରେ ବସିଥିବା ୨ ବ୍ୟକ୍ତି ଜୀବନ୍ତ…

ମଝି ରାସ୍ତାରେ ଜଳିଗଲା ସ୍କର୍ପିଓ, ଅଳ୍ପକେ ବର୍ତିଲେ ୮ ଯାତ୍ରୀ

ବୌଦ୍ଧ(କେନ୍ୟୁଜ୍): ମଝି ରାସ୍ତାରେ ଜଳିଗଲା ସ୍କର୍ପିଓ । ବୌଦ୍ଧ ବାଇପାସ୍‌ ରାସ୍ତାରେ ଧୁ ଧୂ ହୋଇ ଜଳିଲା ସ୍କର୍ପିଓ । ଅଳ୍ପକେ ବର୍ତିଲେ ୮ ଯାତ୍ରୀ । ସର୍ଟ ସର୍କିଟ ଯୋଗୁଁ ନିଆ ଲାଗିଥିବା ସୂଚନା ମିଳିଛି। ମୁନିଗୁଡାରୁ ନାଗପୁର ଅଭିମୁଖେ ଯାଉଥିଲେ ୮ ଜଣ ଯାତ୍ରୀ । ୫ ଜଣ ମହିଳା ଏବଂ ୩ ଜଣ…

ଟାଙ୍ଗୀ ବଇଁଚୁଆ ଛକ ନିକଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ

କଟକ (କେନ୍ୟୁଜ୍): କଟକ ଟାଙ୍ଗୀ ବଇଁଚୁଆ ଛକ ଉପରେ ଜଳିଗଲା କାର୍‌ । ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ସଟ୍‌ ସର୍କିଟରୁ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଚଣ୍ଡିଖୋଲରୁ କଟକ ଅଭିମୁଖେ କାର୍‌ଟି ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

ଦୁର୍ବୃତ୍ତଙ୍କ ଆତଙ୍କରାଜ, ଘର ଆଗରେ ଥୁଆ ହୋଇଥିବା କାରକୁ ପେଟ୍ରୋଲ ଢାଳି ଜାଳି ଦେଲେ

ପୁରୀ(କେ ନ୍ୟୁଜ):  ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଘର ସାମ୍ନାରେ ଥୁଆ ହୋଇଥିବା ଏକ ଚାରିଚକିଆ ଯାନକୁ ଜାଳି ଦେଲେ ଦୁର୍ବୃତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ…