କାର ଭିତରେ ହିଟର ଲଗାଇ ଶୋଇଥିଲେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ୩ ଜଣ
ଲମତାପୁଟ : ସର୍ଟସର୍କିଟରୁ ହଠାତ୍ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ୩ ଜଣ । କୋରାପୁଟ ଜିଲ୍ଲା ଲମତାପୁଟ ନିକଟ ଘରୋଇ ମେଡିକାଲ ପରିସରରେ ଜଳିଗଲା କାର୍ । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଲମତାପୁଟ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ରାତିରେ ଥଣ୍ଡା…