ଛାତିଥରା କାର ଦୁର୍ଘଟଣା, ଘଟଣାସ୍ଥଳରେ ତିନି ମୃତ ଜଣେ ଗୁରୁତର ଆହତ
ଇଂଲଣ୍ଡର ନଟିଂହାମଶାୟାରରେ ଦୁଇଟି କାର ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ରାତି ୧୧ଟା ସମୟରେ ଟୋଲରଟନର କୋଟଗ୍ରେଭ ରୋଡରେ ଏକ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ଜଣେ ୨୩ ବର୍ଷୀୟ ଡ୍ରାଇଭର ସମେତ ଦୁଇ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଯାତ୍ରୀଙ୍କ…