ଭୁବନେଶ୍ବରରୁ ଭଡାରେ ଯାଇଥିଲେ କାର୍ ଡ୍ରାଇଭର, କିନ୍ତୁ କୋରାପୁଟ ବୋରିଗୁମ୍ମାରୁ ମିଳିଲା ମୃତ ଦେହ
କୋରାପୁଟ(କେନ୍ୟୁଜ୍): କୋରାପୁଟ ରାଜ୍ୟ ରାଜପଥ ଛତରଲା ଗାଁ ନିକଟ ଏକ ଜମି କଡରୁ ଜଣେ ଯୁବକଙ୍କ ଶବକୁ ଠାବ କରିଛି ବୋରିଗୁମ୍ମା ପୋଲିସ। ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର ସୁଧୀର କୁମାର ସାହୁ ବୋଲି ଜଣାପଡିଛି। ସେ ଜଣେ ଗାଡି ଚାଳକ ହୋଇଥିବା ବେଳେ ଗତ ସୋମବାର ଦିନ ସେ ଭୁବନେଶ୍ୱରରୁ…