ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା, ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ
ଭୁବନେଶ୍ୱର : ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥଙ୍କ ଓଡ଼ିଆ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ ରଥଯାତ୍ରା ବାତିଲ ହୋଇଛି । ଏନେଇ ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଷଦ ସୂଚନା ଦେଇଛି । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିସନ ସଦସ୍ୟ ଅନୁତମ…