କେଉଁ କାରଣରୁ କାରରେ ଲାଗେ ନିଆଁ ଏବଂ ଜାଣନ୍ତୁ ସେଥିରୁ ସୁରକ୍ଷିତ ରହିବାର ଉପାୟ..
ହାଇୱେ ଉପରେ ହେଉ କିମ୍ବା ରାସ୍ତାରେ ଯିବା ଆସିବା କରିବା ସମୟରେ ଆପଣ ଜଳିଯାଇଥବା କାରର ଅବଶେଷ ନିଶ୍ଚୟ ଦେଖିଥିବେ । ଏକଛୋଟ ମାମୁଲି କାରଠୁ ଆରମ୍ଭ କରି ବଡ ବଡ଼ ଲକ୍ଜୁରୀ କାର ପର୍ଯ୍ୟନ୍ତ ସବୁଥିରେ ନିଆଁ ଲାଗିବାର ଅନେକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ କାରରେ ନିଆଁ କାହିଁକି ଲାଗେ ?…