ଜନଗହଳିପୂର୍ଣ୍ଣ ରାସ୍ତାରୁ କାର୍ କାଚ ଭାଙ୍ଗି ଲୁଟିନେଲେ ୧ ଲକ୍ଷ ଟଙ୍କା, ସୁରକ୍ଷା ଉପରେ ପ୍ରଶ୍ନବାଚୀ
ଖୋଲା ସ୍ଥାନରେ କାର୍ ପାର୍କିଂ କରୁଛନ୍ତି କି? ଯଦି ହଁ ତେବେ ହୋଇଯାନ୍ତୁ ସାବଧାନ! ନଚେତ ହରାଇପାରନ୍ତି ନିଜର ଲକ୍ଷ ଲକ୍ଷ ଟଙ୍କା । ଦର୍ଶକବନ୍ଧୁ ଏକଥା ଶୁଣି ଆପଣମାନେ ନିଶ୍ଚୟ ଭାବୁଥିବେ ଆଜି ଆମେ ଆପଣଙ୍କୁ ଏକଥା କାହିଁକି କହୁଛୁ । ତେବେ ଏହାର କାରଣ ହେଉଛି ଆପଣଙ୍କୁ ସଚେତନ କରାଇବା…