କାର ନ ଚଲାଇ କେବଳ AC ଚଳାଇଲେ ଖର୍ଚ୍ଚ ହୁଏ ଏତିକି ପେଟ୍ରୋଲ, ଜାଣିନିଅନ୍ତୁ ନଚେତ ପରେ ହେବେ ହଇରାଣ
ଖରାଦିନେ ଅଧିକାଂଶ ଲୋକ କାରରେ ଯିବାବେଳେ ଏସି ବ୍ୟବହାର କରିଥାନ୍ତି । ଏହା ବାଦ ଆଉ କିଛି ଲୋକ କାର ଛିଡା କରାଇ ଇଂଜିନ ଷ୍ଟାର୍ଟ କରି ଏସି ଲଗାଇଥାନ୍ତି । ତେବେ ଏହି ସମୟରେ କେତେ ପେଟ୍ରୋଲ ଖର୍ଚ୍ଚ ହୋଇଥାଏ, ଏହି ପ୍ରଶ୍ନ ବି ଆପଣଙ୍କ ମୁଣ୍ଡକୁ ଆସିଥାଏ କି? ଯଦି ହଁ, ତେବେ ଆମେ ଆପଣଙ୍କୁ ଆଜି…