ବଡ଼ଗଡ ବ୍ରିଟ୍ କଲୋନୀରେ ହୁ ହୁ ହୋଇ ଜଳିଗଲା ରାସ୍ତା ଉପରେ ଥୁଆ ହୋଇଥିବା କାର୍
ଭୁବନେଶ୍ବର : ଭୁବନେଶ୍ବର ବଡ଼ଗଡ ବ୍ରିଟ୍ କଲୋନୀ ନିକଟରେ ରାସ୍ତା ଉପରେ ଥୁଆ ହୋଇଥିବା ଇଣ୍ଡିଗୋ କାରରେ ଅଗ୍ନିକାଣ୍ଡ । ହଠାତ୍ ବିଳମ୍ବିତ ରାତି ପାଖାପାଖି ୨ଟା ୩୩ ମିନିଟରେ ଏହି ନିଆଁ ଲାଗିଥିଲା। ଏନେଇ ପ୍ରଥମେ କିଛି ଲୋକ ଦେଖିବାପରେ ପିସିଆରକୁ ଖବର ଦେଇଥିଲେ । ତେବେ ନିଆଁ ଲାଗିବାର…