ଫେବୃଆରୀରେ ଅଧିକ ବଢ଼ିପାରେ ତାପମାତ୍ରା, ବୈଜ୍ଞାନିକଙ୍କୁ ଘାରିଲା ଚିନ୍ତା
ନିକଟରେ ପୃଥିବୀର ଗ୍ଲୋବାଲ ୱାର୍ମିଂକୁ ନେଇ ଫ୍ରାନ୍ସରେ ଏକ ଅଧ୍ୟୟନ କରାଯାଇଛି। ପଲ୍ ସବେଟିୟର୍ ବିଶ୍ୱବିଦ୍ୟାଳୟର ପରିବେଶ ବୈଜ୍ଞାନିକ ଆଡ୍ରେ ମିନିୟରଙ୍କ ନେତୃତ୍ୱରେ ହୋଇଥିବା ଏକ ଷ୍ଟଡି ଅନୁଯାୟୀ ପୃଥିବୀର ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ସେ ଏହାକୁ ନେଇ ପ୍ରମାଣ ମଧ୍ୟ ଦେଖାଇଛନ୍ତି ।…