ପିଅନ୍ତୁ ଗୁଜୁରାତି ପାଣି, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବ ଦୂର
ସମଗ୍ର ବିଶ୍ୱରେ ଗୁଜୁରାତିକୁ ଖାଇବା ପାଇଁ ଲୋକେ ଖୁବ୍ ପସନ୍ଦ କରନ୍ତି । କାହିଁକି ନା ଗୁଜୁରାତି ଖାଦ୍ୟର ସ୍ବାଦକୁ ଆହୁରି ଅଧିକ ବଢ଼ାଇଥାଏ। ଚା’ଠୁ ଆରମ୍ଭ କରି ରୋଷେଇରେ ଗୁଜୁରାତିକୁ ମଧ୍ୟ ସାମିଲ କରାଯାଏ । କାରଣ ଏହାର ସ୍ମେଲ୍ ବହୁତ୍ ଭଲ ହୋଇଥାଏ । ଯେତେବେଳେ ଏହା ଖାଦ୍ୟରେ ସାମିଲ…