ଅଧିକ ଜୁଆଁଣି ସେବନ କରୁଥିଲେ ସାବଧାନ୍ , କିଡନୀ ଖରାପ ହେବା ସହ ଦେଖାଦିଏ ଏହି ସମସ୍ୟା
ପ୍ରତ୍ୟେକ ଭାରତୀୟମାନଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ମହଜୁଦ୍ ରହିଥାଏ । ଯେଉଁଥିରେ ଜୁଆଁଣି ମଧ୍ୟ ସାମିଲ ଥାଏ। ତେବେ ଏହି ଜୁଆଁଣୀର ରୋଷେଇରେ ଗରମ ମସଲା ଭାବରେ ବ୍ୟବହାର କରାଯାଉଥିବା ବେଳେ ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଖାସ୍ କରି ପେଟ ଦରଜ…