LinkedInରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଇନଷ୍ଟାଗ୍ରାମକୁ ଦେବ ଟକ୍କର
ଭାରତରେ ଟିକ୍ ଟକ୍ ବ୍ୟାନ୍ ହେବା ପରେ ଇନଷ୍ଟାଗ୍ରାମର ବ୍ୟବହାର ବହୁତ ପରିମାଣରେ ବୃଦ୍ଧି ପାଇଛି । ସର୍ଟ ଭିଡିଓ ତିଆରି ପାଇଁ ଯୁବପିଢୀମାନଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ବହୁତ ଲୋକପ୍ରିୟ । ଏହା କେବଳ ଭିଡିଓ ସେୟାରିଂ ପାଇଁ ନୁହେଁ ବରଂ ଫଟୋ ସେୟାରିଂ ପାଇଁ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ । ବର୍ତ୍ତମାନ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମ ସର୍ଟ ଭିଡିଓ ପାଇଁ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା କିନ୍ତୁ ଖୁବ୍ ଶୀଘ୍ର ଏହା କଠିନ…
Read More...