Browsing Tag

caretaker kills

ଘରେ କେୟାର ଟେକରଙ୍କୁ ଅତ୍ୟଧିକ ଆକଟ କରୁଥିଲେ ସାବଧାନ! ନଚେତ ଯାଇପାରେ ଜୀବନ

କେୟାର ଟେକରରୁ କ୍ରିମିନାଲ । ମାଲିକଙ୍କ ବିଶ୍ଵାସରେ ବିଷ ଦେଲା କେୟାର ଟେକର । କେୟାର ଟେକରକୁ ଅତ୍ୟଧିକ ଆକଟ କରିବା କାଳ ହେଲା । ଘରେ କେହି ନଥିବାର ସୁଯୋଗ ନେଇ ମାଲିକକୁ କଲା ହତ୍ୟା । ହଁ ଆଜ୍ଞା, ମାଲିକର ଅତ୍ୟଧିକ ଆକଟକୁ ସହିନପାରି ମାଲିକକୁ ହତ୍ୟା କଲା କେୟାର ଟେକର । ଟିକେ ଭଲରେ…

ମାଲିକଙ୍କୁ ହତ୍ୟା କଲା କେୟାର ଟେକର

ଢେଙ୍କାନାଳ : ମାଲିକ ହତ୍ୟାକାରୀ କେୟାର ଟେକର । ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦିପକ ବିଶ୍ଵାଳ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ୭୩ ବର୍ଷୀୟ…