ପିଲାମାନଙ୍କୁ ମଜା ଆସିଯିବ, ଖୁବ ସହଜରେ ଘରେ ବନାନ୍ତୁ “ଗାଜର କେକ୍”
ଆପଣ ତ ନିଶ୍ଚିତ ଭାବେ ବିଭିନ୍ନ ପ୍ରକାରର କେକ ଖାଇଥିବେ । ଆଜିକା ସମୟରେ ବଜାରରେ ବି ବିଭିନ୍ନ ଟେଷ୍ଟର କେକ ଉପଲବ୍ଧ ହେଲାଣି । ଯେତେବେଳେ ଯିଏ ଚାହିଁବ ସହଜରେ ଆଣି ତାକୁ ଖାଇପାରିବେ । କିନ୍ତୁ ସବୁବେଳେ ବଜାରର କେକ ଖାଇବା ବଦଳରେ ଘରେ କେକ ପ୍ରସ୍ତୁତ କରି ଖାଇବାର ମଜା ନେବା ଉଚିତ । ଏହା ସହ…