ମହିନ୍ଦ୍ରାର ଏହି କାରରେ ମିଳୁଛି ଦମଦାର ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଲାଭ
ଚଳିତ ମାସରେ ମହିନ୍ଦ୍ରା ନିଜର କିଛି ମଡେଲ୍ସ ଉପରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି, ଯେଉଁଥିରେ XUV300, XUV400, ବୋଲେରୋ, ବୋଲେରୋ ନିଓ ଏବଂ ମରାଜୋ ଭଳି ମଡେଲ ସାମିଲ ଅଛି । ଏହି ଅଫର ଅନୁଯାୟୀ ଗ୍ରାହକମାନେ ଏହି ମଡେଲ କିଣିବା ଦ୍ୱାରା ଏକ୍ସଚେଞ୍ଜ ବୋନସ୍, କ୍ୟାସ…