ଅଭିନେତ୍ରୀ ରିୟାଙ୍କ ବିରୋଧରେ ମାମଲା: ପୀଡ଼ିତାଙ୍କ ଭଉଣୀ କହିଲେ ବିଭିନ୍ନ ସମୟରେ ଦେଉଥିଲେ ନିର୍ଯାତନା
କଟକ : ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ ବଢ଼ିବାରେ ଲାଗିଛି । ରିୟାଙ୍କ ବିରୋଧରେ ଘରୋଇ ସହାୟିକା ବର୍ଷା ବେହେରା ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ପୋଲିସ ତାଙ୍କୁ ପଚରାଉଚରା କରିଛି । ଏବେ ପୀଡ଼ିତାଙ୍କ ଭଉଣୀ କଳ୍ପନା ବେହେରା ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ବିଭିନ୍ନ…