ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ, ଝାମ୍ପିନେଲେ ୩୬ ଲକ୍ଷ ଟଙ୍କା
କଟକ: ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ । ଝାମ୍ପିନେଲେ ୩୬ ଲକ୍ଷ ଟଙ୍କା । କଟକ ତାଳଦଣ୍ଡା କେନାଲ ପୋଲ ଉପରେ ଘଟିଛି ଘଟଣା । ଦୁର୍ଵୁତ୍ତଙ୍କ ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ମହିଳା ବ୍ୟବସାୟୀ ଜଣକ କଟକ ନୟାସଡକ…