BHIM ପେମେଣ୍ଟ ଆପ୍ ରୁ ମିଳିବ ୭୫୦ ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ କେମିତି ପାଇବେ ଏହି ଟଙ୍କା
BHIM ପେମେଣ୍ଟସ୍ ଆପ୍ ବର୍ତ୍ତମାନ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେଉଛି । କଥା ଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏଭଳି ଅଫର ସତରେ ମିଳୁଛି । କିନ୍ତୁ ଏହି ଅଫରକୁ ଆଉ ମାତ୍ର କିଛି ସପ୍ତାହ ହିଁ ବାକି ରହିଲା । ଏହି ପେମେଣ୍ଟ ଆପ୍ ‘ଗୁଗଲ ପେ’ ଭଳି ସମାନ ଅଫର ଜାରି କରିଛି ।…