କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ
କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ । ୧୫ ବର୍ଷ ଧରି ଏହି ଲାଇନ୍ରେ ସେ ଅଛନ୍ତି ,ଆଉ ଅନେକ ବାର କାଷ୍ଟିଂ କାଉଚ୍ର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ, ପ୍ରଯୋଜକ, ପ୍ରଡକ୍ସନ ମ୍ୟାନେଜର ଓ ଇଭେଣ୍ଟ ମ୍ୟାନଜର ଯୋଗସୂତ୍ର ରକ୍ଷା କରିଥାନ୍ତି ।…