Browsing Tag

catches fire

ଜଳିଗଲା ଚଳନ୍ତା ଆମ୍ବୁଲାନ୍ସ, ରୋଗୀ ଓ ଗାଡ଼ି କର୍ମଚାରୀ ସୁରକ୍ଷିତ

କଟକ: ଜଳିଗଲା ଚଳନ୍ତା ଆମ୍ବୁଲାନ୍ସ। ରୋଗୀ ଓ ଗାଡ଼ି କର୍ମଚାରୀ ସୁରକ୍ଷିତ। କଟକ ଖାନନଗର ଛକ ନିକଟରେ ଦୁର୍ଘଟଣା । ଆମ୍ବୁଲାନ୍ସଟି ଖାନନଗର ଛକରୁ ପୁରୀଘାଟ ଆଡେ ଯାଉଥିବା ବେଳେ ହଠାତ୍ ରାସ୍ତା ଉପରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଆମ୍ବୁଲାନ୍ସରୁ ରୋଗୀଙ୍କୁ ବାହାରକୁ ନିଆ ଯାଇଥିଲା। ଅଗ୍ନିଶମ…

ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର : ହୁ ହୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ଚଳନ୍ତା ଆମ୍ବୁଲାନ୍ସରେ ନିଆଁ । ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥ ଜାଗମରା ବେସ୍‌ରେ ଆଜି ଭୋର ସମୟରେ ଏକ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଛି । ଆମ୍ବୁଲାନ୍ସଟି ରୋଗୀକୁ ଛାଡ଼ି ଫେରିବା ପରେ ବେସ୍‌ରେ…

ବାଇକକୁ ପଛପଟୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ୧ ମୃତ ଓ ଜଣେ ଗୁରୁତର

ନୟାଗଡ଼: ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର ।  ବାଇକକୁ ପଛପଟୁ ଧକ୍କା ଦେଇ ଜଳିଗଲା ଦ୍ରୁତଗାମୀ କଣ୍ଟେନର। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ NH ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ।  କୃଷ୍ଣଚନ୍ଦ୍ରପୁରର ଦୁଇ ଯୁବକ ଚାନ୍ଦପୁରରୁ ବାଇକ ଯୋଗେ ଘରକୁ…

ଦୀପରୁ ନିଆଁ ଲାଗି ସ୍ତ୍ରୀ ଆହତ, ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର

ସୋର : ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ । ଠାକୁର ଘର ଦ୍ବୀପରୁ ନିଆଁ ଲାଗି ସ୍ତ୍ରୀ ପୋଡିଯାଉଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର ହୋଇଛନ୍ତି। ବାଲେଶ୍ଵର ସୋର ଥାନା ନଟାପଡା ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ପ୍ରତୀକ୍ଷା ସେନାପତି ସକାଳେ ଠାକୁର ଘରେ ପୂଜା…

ଦୀପାବଳିରେ ଜଳିଗଲା କାଜୁ ପ୍ରୋସେସିଂ ଫ୍ୟାକ୍ଟ୍ରି , ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ

ଗଜପତି : ଦୀପାବଳିରେ ଜଳିଗଲା କାଜୁ ପ୍ରୋସେସିଂ ଫ୍ୟାକ୍ଟ୍ରି । ଗଜପତି ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ରେ ଥିବା ଏକ କାଜୁ ଫ୍ୟାକ୍ଟ୍ରି ପୋଡ଼ିପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗି ଯାଇଥିଲା । ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ…

ଜଳିଗଲା ୪ ମହଲା କସମେଟିକ୍ସ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ବାଲେଶ୍ବର:   ଭୟାବହ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଦୋକାନ । ବାଲେଶ୍ବରର ସବୁଠୁ ବଡ଼ କସମେଟିକ୍ସ ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୪ ମହଲା କୋଠା ଭସ୍ମୀଭୂତ ହୋଇଯାଇଛି । ସୋରୁମ ବାହାରେ ଥିବା ଟ୍ରାନ୍ସଫର୍ମର ମଧ୍ୟ ଜଳୁଛି । ନିଆଁ ଲାଗି ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କାର…

ରାସ୍ତା ମଝିରେ ଜଳିଗଲା ଆମ ବସ, ସବୁ ଯାତ୍ରୀ ସୁରକ୍ଷିତ

ଖୋର୍ଦ୍ଧା:  ହୁ ହୁ ହୋଇ ଜଳିଗଲା ଆମ ବସ୍ ।  ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଜଳିଗଳା ଆମ ବସ ।  କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି ଅଘଟଣ ଘଟିଛି ।  ତେବେ ବସ୍ ଭିତରୁ ସବୁ ଯାତ୍ରୀ ସୁରକ୍ଷିତ ବାହାରି ଯାଇଥିବା…

ଭୟାବହ ଅଗ୍ନିକାଣ୍ଡ, ୭ ରୁ ଅଧିକ ଦୋକାନରେ ଲାଗିଲା ନିଆଁ

ଜଳେଶ୍ୱର : ଦୋକାନରେ ଲାଗିଲା ନିଆଁ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଂଚି ଚେଷ୍ଟା ଜାରି ରଖିଛି। ସୂଚନା ଅନୁଯାଇ, ଆଜି ଅପରାହ୍ନ ସମୟରେ ଚନ୍ଦନେଶ୍ୱର ବଜାରରେ…

କଁସିଲ ଗ୍ରାମରେ ଦୋକାନରେ ଅଗ୍ନିକାଣ୍ଡ, ଦୁଇ ଗୁରୁତର

କଣ୍ଟାବାଞ୍ଝି :  ବଙ୍ଗୋମୁଣ୍ଡା ଥାନା କଁସିଲ ଗାଁର କୃଷ୍ଣଚନ୍ଦ୍ର ମେହେରଙ୍କ କିରାନା ଦୋକାନରେ ଅଗ୍ନିକାଣ୍ଡ ଘଟିବାରୁ  ଦୋକାନର ବିଭିନ୍ନ ସାମଗ୍ରୀ ନଷ୍ଟ ହେବା ସହିତ ଦୋକାନରେ ଥିବା ଦୁଇ ଜଣ ଗୁରୁତର ହୋଇଥିବା ନେଇ ଦେଖିବାକୁ ମିଳିଛି । ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ପୋଡି ପାଉଁଶ…

ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ

ଉମରକୋଟ : ଜଳିଗଲା ସ୍ବାସ୍ଥ୍ୟ କେନ୍ଦ୍ର । ଉଡିଗଲା ଛାତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଲା ନିଆଁ । ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ଟା ୩୦ରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା…

କୋଣାର୍କ ଯିବା ବାଟରେ ତଳକୁ ଖସି ଜଳିଗଲା କାର୍, ୪ ଯାତ୍ରୀ ମେଡିକାଲରେ ଭର୍ତ୍ତି

ଗୋପ: କାଳ ହେଲା କୁହୁଡି । କୋଣାର୍କ ଯିବା ବାଟରେ ତଳକୁ ଖସି ଜଳିଗଲା କାର୍ । ଖୋର୍ଦ୍ଧା ମୁକ୍ତାପୁର ଅଞ୍ଚଳର ୪ ଜଣ ସାଙ୍ଗ କୋଣାର୍କ ବୁଲି ଯାଉଥିଲେ । ଏହି ସମୟରେ ଲୋଟସ ଛକ ନିକଟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିଲା । କାରକୁ ହାଇୱା ଧକ୍କା ଦେବାରୁ ଗାଡିଟି ରାସ୍ତା ତଳକୁ ଖସିପଡିଥିଲା…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଶାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ, ବିଭିନ୍ନ ଆସବାବପତ୍ର ନଷ୍ଟ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଶାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ  ।  ଶାବେରୀ ହଷ୍ଟେଲର ୨ଟି ରୁମରେ ନିଆଁ ଲାଗିଥିବା ସୂଚନା ।  ରୁମରେ ନିଆଁ ଲାଗି ବିଭିନ୍ନ ଆସବାବପତ୍ର ନଷ୍ଟ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରୀ ।