Browsing Tag

cattle seized

ଧରା ପଡିଲା ଗୋରୁ ବୋଝେଇ ପିକଅପ ଭ୍ୟାନ, ୧୪ ଟି ଗୋମାତାକୁ ଉଦ୍ଧାର କଲା ଭଦ୍ରକ ପୋଲିସ

ଭଦ୍ରକ : ବେଆଇନ ଗୋ ଚାଲାଣ ବେଳେ ସନ୍ଥିଆରୁ ଧରା ପଡିଲା ଗୋରୁ ବୋଝେଇ ପିକଅପ ଭ୍ୟାନ ।   ୧୪ ଟି ଗୋମାତାକୁ ଉଦ୍ଧାର କଲା ଭଦ୍ରକ ଜିଲ୍ଲା ପୁରୁଣା ଵଜାର ପୋଲିସ। ଵନ୍ତ ରୁ ଏକ ପିକଅପ ଭ୍ୟାନ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ସନ୍ଥିଆ ନିକରୁ ଧରିଲା ପୋଲିସ । ରାତିରେ ଗୋରୁ…

ଗୋରୁ ଗାଡ଼ିରୁ ୬ ଗୋରୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ, ୩ ଅଟକ

ଭଦ୍ରକ : ବେଆଇନ ଗୋରୁ ଗାଡ଼ି ଅଟକ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଛତାବର -ଯାଜପୁର ରାସ୍ତାର ପର୍ବତୀ ଛକ ନିକଟରେ ଗୋରୁ ଗାଡ଼ି କାବୁ କଲେ ଗୋ ସୁରକ୍ଷା ବାହିନୀ ସହ ଗ୍ରାମବାସୀ । ପରେ ଖବର ପାଇ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ଗାଡ଼ିକୁ କାବୁ କରିବା ସହ ଏଥିରେ ସମ୍ପୃକ୍ତ ତିନି…

ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କୁଜିବର ନିକଟରୁ ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ l ଗାଡିଟି ନୂଆ ଗାଁ ରୁ ୪ ଟି ବାଛୁରୀ ଲୋଡ଼ କରି ତେରୁଆଁ ଗାଁ ଅଭିମୁଖେ ଯାଉଥିଲା l ବିଶେଷ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ଉକ୍ତ ଗାଡ଼ିଟିକୁ ପିଛା କରି କୁଜିବର…