Browsing Tag

Cattle seller

ଟ୍ରକ ଧକ୍କାରେ ଗୋରୁ ବିକାଳୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବି, ମୃତଦେହ ଉଠାଉ ନାହାନ୍ତି ପରିବାର ଲୋକେ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଟ୍ରକ ଧକ୍କାରେ ଗୋରୁ ବିକାଳୀଙ୍କ ମୃତ୍ୟୁ । ବଜାରକୁ ଗୋରୁ ବିକ୍ରି କରିବାକୁ ଆସୁଥିବା ବେଳେ ଧାମନଡଙ୍ଗା ଗଛ ଛକରେ ଟ୍ରକ ଧକ୍କାରେ ଗୋରୁ ବିକାଳୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଢୁଣ୍ଡିମହୁଲ ଗାଁର ଛବି ତାଣ୍ଡି  । ତାଙ୍କ ସହ ଥିବା ଦୁଇ…