Browsing Tag

caught fire

ରାଜଧାନୀର ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାଉଛି ୩୪ଟି ଦମକଳ ଗାଡି

ଦିଲ୍ଲୀର ବୁଦ୍ଧପୁର ଅଲୀପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସ୍ଥାନୀୟ ଏକ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି । ଘଟଣାସ୍ଥଳରେ ପ୍ରାୟ ୩୪ଟି ଦମକଳ ଗାଡ଼ି ପହଞ୍ଚିଥିବା ବେଳେ ନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରାଯାଇ ପାରିନାହିଁ । ତେବେ ଦମକଳ…

ସ୍ତ୍ରୀ ଉପରେ ରାଗ ରଖି ଶ୍ୱଶୁର ଘରେ ନିଆଁ ଲଗାଇଦେଲା ଜ୍ୱାଇଁ

କାମାକ୍ଷାନଗର(କେନ୍ୟୁଜ): ସ୍ୱାମୀ ସ୍ତ୍ରୀ କଳହ ପାଇଁ ଶ୍ୱଶୁର ଘରେ ଲାଗିଲା ନିଆଁ । ଆଉ ନିଆଁ ଲଗାଇଲା ଜ୍ୱାଇଁ । ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁ ଆଳତୁମା ଗାଁରେ ଘଟିଛି ଏଭଳିଆ ଘଟଣା । ତେଲକୋଇ ଥାନା କାଳୀମା ଗାଁର ଜ୍ୱାଇଁ ଦୁଷ୍ମନ୍ତ ପେଣ୍ଠେଇ । କାମାକ୍ଷାନଗର ନୂଆଁ ଆଳତୁମା…

ସ୍ପେନ୍‌: ଭାଲେନ୍ସିଆ ସହରରେ ଦୁଇଟି ବିଲ୍ଡିଂରେ ଅଗ୍ନିକାଣ୍ଡ, ୪ ମୃତ; ୧୯ ନିଖୋଜ

ସ୍ପେନର ପୂର୍ବ ସହର ଭାଲେନ୍ସିଆର ଦୁଇଟି ଆବାସିକ ଅଟ୍ଟାଳିକାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୯ ଜଣ ନିଖୋଜ ଅଛନ୍ତି । ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ରହୁଥିବା ଲୋକମାନେ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ । ଅଗ୍ନିଶମ…

ହିମାଚଳ: ପରଫ୍ୟୁମ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଫସିଛନ୍ତି ୨୦ ଶ୍ରମିକ; ଛାତ ଉପରୁ ଡେଇଁ ପଡ଼ିଲେ ୩ ମହିଳା

ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ଏକ ପରଫ୍ୟୁମ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଲ୍ଡିଂ ଭିତରେ ପାଖାପାଖି ୨୦ ଜଣ ଶ୍ରମିକ ଫସି ରହିଥିବା ସୂଚନା ରହିଛି । ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ମହିଳା ବିଲ୍ଡିଂର ଛାତ ଉପରେ ଫସିଥିବା ନଜର ଆସୁଛନ୍ତି…

ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକ କାର, ଭିଡିଓ ଭାଇରଲ

କର୍ଣ୍ଣାଟକ ବେଙ୍ଗାଲୁରୁରେ ଧୁ ଧୁ ହୋଇ ଜଳିଗଲା ଇଲେକ୍ଟ୍ରିକ କାର । କାରରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, କିପରି କାର୍‌ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ନିଆଁ ଲାଗିବା ପରେ କାରରେ ଥିବା ଲୋକ ବାହାରି ଆସିଥିଲେ । ଏଥିରେ କେହି…

ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ, ଫାଟିଲା ଅନେକ ଟ୍ରାନ୍ସଫରମର: ୧୨ରୁ ଅଗ୍ନିଶମ ଗାଡି ନିୟୋଜିତ

ଉତ୍ତରପ୍ରଦେଶର ଜାଲନ ପାଓ୍ଵର ହାଉସରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଯୋଗୁଁ ଅନେକ ଟ୍ରାନ୍ସଫରମର ଧୁ ଧୁ ହୋଇ ଜଳିଯାଇଥିଲା । ଘଟଣା ସ୍ଥଳରେ ୧୨ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ପାଓ୍ଵର ହାଉସରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହୋଇଛି । ନିଆଁ ଯୋଗୁଁ…

ବ୍ୟାପୁଛି ଆମେରିକାର ହୱାଇ ଜଙ୍ଗଲରେ ନିଆଁ, ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି

ଆମେରିକା: ବ୍ୟାପୁଛି ଆମେରିକାର ହୱାଇ ଜଙ୍ଗଲରେ ନିଆଁ। ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି। ସ୍ୱର୍ଗ ପରି ସୁନ୍ଦର ସହର ଏବେ ଛାରଖାର। ଦୀର୍ଘ ଦିନ ଧରି ଆମେରିକା ହୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିରହିଛି । ଏପର୍ଯ୍ୟନ୍ତ ନିଆଁରେ ୮୦ଜଣଙ୍କ ଜୀବନ ନେଲାଣି। ଅଗ୍ନିକାଣ୍ଡରେ ସହରର…

ବାଲିସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ ଲକ୍ଷରୁ ଅଧିକ ଟଙ୍କାର ଜିନିଷ

ବାଲେଶ୍ଵର ଜିଲ୍ଲା ସିଂଲା ଥାନା ବାଲିସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୋକାନ ଘର ଓ ୫ ଲକ୍ଷରୁ ଅଧିକ ଟଙ୍କାର ଜିନିଷ । ଏହାସହ ନଗଦ ୨ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇଛି । ବାଲିସାହି ଗାଁର ଫିଲିପ କୁମାର ମାନ୍ନା ଘର ପାଖରେ ମୋବାଇଲ ଏବଂ ଇଲେକ୍ଟ୍ରିକାଲ ଦୋକାନ କରିଥିଲେ ।…

ଆଇଆଇଟି ଖଡଗପୁରରେ ଭୟଙ୍କର ଅଗ୍ନିକାଣ୍ଡ, ସବୁ ଦସ୍ତାବିଜ ଜଳିପୋଡି ପାଉଁଶ

ଖଡଗପୁର ଆଇଆଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ଏଲବିଏସ୍‌ ହଲର କମନ୍ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଜିନିଷ ପୋଡିଜଳି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣା ପରେ ଆଇଆଇଟି ଖଡଗପୁରରେ ହଡକମ୍ପ ସୃଷ୍ଟି ହୋଇଛି । ତେବେ…

ଶୋଇଥିବା ସମୟରେ ଘରେ ନିଆଁ ଲାଗି ୫ ପିଲା ସମେତ ମା’ ମୃତ

ଉତ୍ତରପ୍ରଦେଶ କୁଶୀନଗରର ଜିଲ୍ଲାର ରାମକୋଲା ଥାନା ଅନ୍ତର୍ଗତ ଉର୍ଦହା ଗ୍ରାମରେ ନିଆଁ ଲାଗି ଗୋଟେ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବହ ୫ ଜଣ ପିଲା ରହିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକ ଜାଣିପାରିନଥିଲେ । ଘଟଣା…

ଜାମ୍ମୁ ଓ କାଶ୍ମୀରରେ ସେନାର ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୫ ଯବାନଙ୍କ ସମେତ ଓଡ଼ିଆ ପୁଅ ସହିଦ

(କେନ୍ୟୁଜ): ଜମ୍ମୁରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ସହିଦ୍‌ ଯବାନ ଦେବାଶିଷ ବିଶ୍ୱାଳଙ୍କ ଘର ପୁରୀ ଜିଲ୍ଲାରେ । ସତ୍ୟବାଦୀ ବ୍ଳକ୍‌ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଘର। ସୂଚନା ଅନୁସାରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମ ଗ୍ରାମର ଖଣ୍ଡାୟତସାହି…