Browsing Tag

cbi

ସିବିଆଇକୁ ବଡ଼ ଝଟକା, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ହାଇକୋର୍ଟ କଲେ ଦୋଷମୁକ୍ତ

ନୂଆଦିଲ୍ଲୀ : ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା ଅପିଲକୁ ସ୍ବୀକାର କରି ଦୋଷମୁକ୍ତ କରିଛନ୍ତି । କୋର୍ଟ ଏହି…

CBI ଅଧିକାରୀଙ୍କ ନାଁରେ CBI ର ଏତଲା, ପଦାରେ ପଡ଼ିଲା ଲାଞ୍ଚ କାରବାର ପଛର କାରନାମା

ଭୁବନେଶ୍ବର: CBI ଅଧିକାରୀଙ୍କ ନାଁରେ CBI ର ଏତଲା । ପଦାରେ ପଡ଼ିଲା ଲାଞ୍ଚ କାରବାର ପଛର କାରନାମା । ସୁନ୍ଦରଗଡ଼ ଏମସିଏଲରେ ଦିଲ୍ଲୀ ସିବିଆଇ ଚଢ଼ଉ ପରେ ସାମ୍ନାକୁ ଆସିଛି ଘଟଣା। ଭୁବନେଶ୍ବର ସିବିଆଇ ASI ନାମରେ ମାମଲା । ସିବିଆଇର ଭୁବନେଶ୍ବର ଶାଖାରେ ଏଏସଆଇ କାର୍ଯ୍ୟ କରୁଥିବା ପ୍ରଶାନ୍ତ…

ପୋଲିସ ଏସଆଇ କେଳେଙ୍କାରୀ ମାମଲା : ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି କି ସିବିଆଇ ?, ଅଭିଯୋଗ ଆଣିଛି ବିଜେଡି

ଭୁବନେଶ୍ୱର : ବଡ଼ ମାଛଙ୍କୁ ସୁରକ୍ଷା ଦେଉଛି କି ସିବିଆଇ ? ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ବଡ଼ ମୁଣ୍ଡକୁ ସୁରକ୍ଷା ଦେଉଛି ସିବିଆଇ। ଏମିତି ଗୁରୁତର ଅଭିଯୋଗ କରିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, CBI ଏହି…

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା, ବିରଞ୍ଚିକୁ ଜେରା କରୁଛି ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ।  ଦଲାଲ ଅରବିନ୍ଦ ଦାସର ସହଯୋଗୀ ବିରଞ୍ଚି ନାୟକକୁ ପୁରୀରୁ ଉଠାଇ ଆଣିଲା ପୋଲିସ ।  ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିବା ସୂଚନା ।  ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ…

ପୋଲିସ SI ପରୀକ୍ଷା ନିଯୁକ୍ତି ଦୁର୍ନୀତି ମାମଲା, ୪ ଜଣଙ୍କୁ CBIର ପଚରାଉଚରା

ଭୁବନେଶ୍ବର: ପୋଲିସ SI ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ୪ ଜଣ ଆଶାୟୀଙ୍କୁ ମାରାଥନ ଜେରା କରିଛି ।  ଭୁବନେଶ୍ବର ସିବିଆଇ ଅଫିସରେ ଅଧିକାରୀମାନେ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରିଥିଲେ ।  ରାକେଟ ସଂପର୍କରେ ସିବିଆଇ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ…

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସମନ୍ କରିବ ସିବିଆଇ, ଖୋଲିବ ୧୦୦୦ କୋଟି ଡିଲର ଖିଅ

ଭୁବନେଶ୍ୱର:  ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ଖୁବଶୀଘ୍ର ସମନ୍ କରିବ। ମାମଲାରେ ପରୋକ୍ଷ-ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ହାଜର ଲାଗି ନୋଟିସ୍ କରାଯିବ। ତଦନ୍ତ ପରିସରଭୁକ୍ତ ହେବାକୁ ଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଆନ୍ତଃ…

SI ପରୀକ୍ଷା କେଳେଙ୍କାରୀ ମାମଲା : ସିବିଆଇକୁ କେସ ରେକର୍ଡ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ କେବେ ଆରମ୍ଭ ହେବ ସିବିଆଇ ତଦନ୍ତ । ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।  କିନ୍ତୁ ମାମଲାରେ ଖୋଳତାଡ଼ ଆରମ୍ଭ କରିନି ସିବିଆଇ । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ସିବିଆଇ ଅଧିକାରୀମାନେ ଆସିଲେ ଆମେ ସେମାନଙ୍କୁ କେସ ରେକର୍ଡ…

ଏଫଏମ ଛାତ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ବାଲେଶ୍ବର ଛାତ୍ରୀ ଜୀବନ ହାରିବା ମୃତ୍ୟୁ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ ।  କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।  କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ବିରୋଧୀ ଶାଖା କରିବ ତଦନ୍ତ ।  ଡିଏସପି ଇମାନ କଲ୍ୟାଣ ନାୟକଙ୍କ ନେତୃତ୍ବରେ ହେବ ତଦନ୍ତ…

ସିବିଆଇ ପଞ୍ଝାରେ MCL ଚିଫ୍ ମ୍ୟାନେଜର, ୨୦ ହଜାର ଟଙ୍କା ଲାଞ୍ଜ ନେବା ବେଳେ ଧରିଲା ସିବିଆଇ

ତାଳଚେର :  ସିବିଆଇ ପଞ୍ଝାରେ MCL ଚିଫ ମ୍ୟାନେଜର । ୨୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ଏମସିଏଲ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ସିବିଆଇ । ଏମ୍ସିଏଲ ଚିଫ ମ୍ୟାନେଜର ତଥା ଝୁପୁରଙ୍ଗା - ତୁମୁଲିଆ ପ୍ରୋଜେକ୍ଟ ର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ଅଖିଲେଶ କୁମାର ବର୍ମାଙ୍କୁ ରେଡ…

ଅନଲାଇନରେ ହୋଟେଲ ବୁକିଂ କରୁଥିଲେ ସାବଧାନ, ୧୧ଟି ନକଲି ୱେବସାଇଟ୍ ଚିହ୍ନଟ କଲା କ୍ରାଇମ୍ ବ୍ରାଞ୍ଚ

ଭୁବନେଶ୍ୱର : ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମ୍ ବ୍ରାଞ୍ଚ  । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର, ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି ।  ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର…

CBI ଜାଲରେ ଇପିଏଫଓ ପିଆରଓ, ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ । ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଡିଜିଟାଲ ଦସ୍ତଖତ ପାଇଁ ୧୦ ହଜାର ଲାଞ୍ଚ ଅନିଲ ପତିଙ୍କୁ CBI କଲା କାବୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ସବୁଠୁ ବଡ କଥା ହେଉଛି…

୧୨ ଘଣ୍ଟା ଜେରା ପରେ ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ, ଆଜି ହୋଇପାରନ୍ତି କୋର୍ଟ ଚାଲାଣ

ଭୁବନେଶ୍ୱର : ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ । ୨୦ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଗିରଫ । ୧୨ ଘଣ୍ଟା ଜେରା ପରେ ଗିରଫ କଲା ସିବିଆଇ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଚିନ୍ତନ ରଘୁବଂଶୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଛି ସିବିଆଇ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି ତାଙ୍କୁ…