Browsing Tag

cbi raid

ସୁନ୍ଦରଗଡ଼ ଏମସିଏଲରେ ସିବିଆଇ ରେଡ, ଦିଲ୍ଲୀ ସିବିଆଇ ୩ ଜଣିଆ ଟିମର ଚଢ଼ାଉ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏମସିଏଲରେ ସିବିଆଇ ରେଡ ।  ଦିଲ୍ଲୀ ସିବିଆଇର ୩ ଜଣିଆ ଟିମର ଚଢ଼ାଉ ।  ସୁନ୍ଦରଗଡ଼ ଏମସିଏଲ ନିକଟବର୍ତ୍ତୀ ଅଞ୍ଚଳ ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ଚୋରା କୋଇଲା ଖଣି ଚାଲିଥିବା ଅଭିଯୋଗ ହୋଇଥିଲା ।  ଏହା ଉପରେ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ…

ଅଡ଼ୁଆ ଜାଲରେ ଶିଳ୍ପପତି ଅନୀଲ ଅମ୍ବାନୀ, ଘର ଓ ଅଫିସ୍ ସମେତ ୬ଟି ସ୍ଥାନରେ ସିବିଆଇ ରେଡ୍ ଜାରି  

ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି  ସିବିଆଇ ।  ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।  ୧୭  ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ ।  ସକାଳ ୭ଟାରୁ ରେଡ୍ ଜାରି…

ସିବିଆଇ ପଞ୍ଝାରେ ବରିଷ୍ଠ ଆଇଆରଏସ୍ ଅଧିକାରୀ, ଅତିରିକ୍ତ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ସଂପୃକ୍ତ IRS ଅଧିକାରୀ

ସିବିଆଇ ଜାଲରେ ବରିଷ୍ଠ ଆଇଆରଏସ୍ ଅଧିକାରୀ ।  ୨୫ ଲକ୍ଷ ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ମାଡ଼ି ବସିଲା ସିବିଆଇ ।  ଠିକ୍ ଓଡ଼ିଶାରେ ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଢଙ୍ଗରେ ଗିରଫ କରିଛି ସିବିଆଇ । ୨୦୦୭ ବ୍ୟାଚ୍ ର ଇଣ୍ଡିଆନ ରେଭିନ୍ୟୁ ସର୍ଭିସ୍ ବା IRS ଅଧିକାରୀ ଜଣଙ୍କ ଏବେ…

ଆପ୍ ଉପରେ ବିଦେଶୀ ଚାନ୍ଦାକୁ ନେଇ ଅଭିଯୋଗ, ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ଆପର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ବାସଭବନରେ ସିବିଆଇର ଚଢାଉ । ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ଚଢାଉ ଜାରି ରହିଛି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପାଠକଙ୍କୁ ଦଳର ଗୁଜରାଟ ସହ-ପ୍ରଭାରୀ ନିଯୁକ୍ତ କରାଯିବାର କିଛି ଦିନ ପରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର AIIMSରେ ରେଡ୍, ନିଯୁକ୍ତି ସ୍କାମ ନେଇ ସିବିଆଇର ଚଢ଼ାଉ

ଭୁବନେଶ୍ୱର : ଭୁବନେଶ୍ବର AIIMSରେ ରେଡ୍ । ନିଯୁକ୍ତି ସ୍କାମ ନେଇ ଏମ୍ ସରେ ରେଡ କରୁଛି ସିବିଆଇ । ଜାଲ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ…

IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ମାମଲାରେ କରୁଛି ଖୋଳତାଡ଼

ଭୁବନେଶ୍ୱର : IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ମାମଲାରେ ଖୋଳତାଡ଼ କରୁଛି CBI । ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଦିଲ୍ଲୀରୁ ଆସିଥିବା ସିବିଆଇର ୮ ଜଣିଆ ଟିମ୍ ପହଞ୍ଚି ରେଡ କରୁଛନ୍ତି । ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ…

ଖୋଲୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କର ଗୁମର, ରେଡ୍‌ର ଦିନକ ପୂର୍ବରୁ ହୋଇଥିଲା ଭେଟଘାଟ

ଭୁବନେଶ୍ୱର : ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଲାଞ୍ଚ ମାମଲାରେ ବଢୁଛି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ବିଷ୍ଣୁପଦ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଛି । ଡିସେମ୍ବର ୪ରେ ଅନୁସୂଚିତ ଜନଜାତି ଓ…

୪ କୋଟି ଟଙ୍କା ଗାଡ଼ିରେ ହେଉଥିଲା ଲାଞ୍ଚ କାରବାର: ବ୍ରିଜ୍ ଆଣ୍ଡ ରୁଫ୍ କୋ. ଲିମିଟେଡ୍ କମ୍ପାନୀରେ ସିବିଆଇ ରେଡ଼୍

ଭୁବନେଶ୍ଵର : ରାମ ମନ୍ଦିର ପାଖରେ ଥିବା ବ୍ରିଜ ଆଣ୍ଡ ରୁଫ କୋ . ଲିମିଟେଡ଼ରେ ତନାଘନା କରୁଛି ସିବିଆଇ । ସର୍ଵ ଭାରତୀୟ ସ୍ତରରେ କମ୍ପାନୀ ଉପରେ ଚଢ଼ଉ ହେଉଛି। ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ଼ ଚାଲିଛି । ଭୁବନେଶ୍ୱର, କଟକ, ଛତ୍ରପୁରରେ ଚାଲିଛି ରେଡ୍ । ଦିଲ୍ଲୀ ଓ…

ରାଜଧାନୀରେ କାର୍ ଭିତରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା : ୪ ଅଟକ

ଭୁବନେଶ୍ବର: କାର୍ ଭିତରୁ ମିଳିଲା ପୁଳା ପୁଳା ଟଙ୍କା । ଭୁବନେଶ୍ବର ମେ ଫେୟାର ହୋଟେଲ ସମ୍ମୁଖରେ ଦିଲ୍ଲୀ ସିବିଆଇ ରେଡ କରିଛି ।  କମିଶନରେଟ ପୋଲିସ ଓ ସିବିଆଇର ଚଢ଼ାଉ ବେଳେ ମିଳିଛି ବିପୁଳ ଟଙ୍କା । ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି ।  ବ୍ରିଜ ଆଣ୍ଡ ରୁଫ…

କୋଲକତା ଘଟଣା : ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ, ଅନ୍ୟ ୧୫ଟି ସ୍ଥାନରେ ଚାଲିଛି ଚଢାଉ

କୋଲକତା ଆରଜି କର କଲେଜ ଓ ହସପିଟାଲରେ ଟ୍ରେନି ମହିଳା ଡାକ୍ତରାଣୀଙ୍କୁ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଘରେ ରେଡ ମାରୁଛି ସିବିଆଇ । ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର ସମେତ କୋଲକତାର ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ସନ୍ଦୀପ…

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇର ଚଢ଼ାଉ

ବ୍ରହ୍ମପୁର : କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇର ଚଢ଼ାଉ । ୧୨ ଜଣିଆ ସିବିଆଇ ଟିମ ରେଡ଼ କରୁଛନ୍ତି । ଜଣେ ଠିକାଦାରଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟିର ମନୋଜ କୁମାର ସୁବୁଦ୍ଧିଙ୍କୁ ଧରିଛି ସିବିଆଇ ଟିମ । ଠିକାଦାରଙ୍କ ଠାରୁ ୧ ଲକ୍ଷ…

ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ ଆରମ୍ଭ । ଓଡ଼ିଶାର ପ୍ରାୟ ୬୭ଟି ସ୍ଥାନରେ ଚଢଉ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ଡାକ ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା…