Browsing Tag

CBI raids

ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ

ରାଉରକେଲା: ରାଉରକେଲା ସିବିଆଇ ଚଢ଼ାଉ । ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ। ରାତି ପ୍ରାୟ ୧୦ ଟାରେ ସିବିଆଇର ସ୍ବତନ୍ତ୍ର ଟିମ ଚଢ଼ାଉ କରିଛି । ଖଡ଼ଗପୁର ଡିଭିଜନରୁ ଆସି ଚକ୍ରଧରପୁର ଡିଭିଜନର ରାଉରକେଲା ରେଲୱେ ଷ୍ଟେସନରେ ଦାୟିତ୍ୱରେ ଥିଲେ…

ଜିଡିଏସ୍ ନିଯୁକ୍ତି ଠକେଇ ମାମଲାରେ ଓଡିଶାର ୧୨ଟି ସ୍ଥାନରେ ସିବିଆଇ ଚଢାଉ

ଭୁବନେଶ୍ୱର: ଗ୍ରାମୀଣ ଡାକ ସେବକ (ଜିଡିଏସ ) ନିଯୁକ୍ତି ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଓଡ଼ିଶାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ।  କେନ୍ଦ୍ରୀୟ ଏଜେନ୍ସିର ଅନେକ ଦଳ ଭୁବନେଶ୍ୱର, କଳାହାଣ୍ଡି, ସମ୍ବଲପୁର, କେଉଁଝର ଏବଂ ବଲାଙ୍ଗୀରର୧୨ ଟି ଭିନ୍ନ ଭିନ୍ନ…

ଭୁବନେଶ୍ବରରେ ସ୍ଥିତ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍

ଭୁବନେଶ୍ବର : ପୁଣି ଥରେ ଭୁବନେଶ୍ବରରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍ ।  ପେଣ୍ଟା ଏ ଷ୍ଟୁଡିଓରେ ସିବିଆଇର ଚଢ଼ାଉ।  ଏହାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ବାସଭବନରେ ରେଡ୍ ।  ଆଦିତ୍ୟ ଇନଫ୍ରାଟେକ୍ ଏମଡି ଦେବଦତ୍ତ ମହାପାତ୍ରଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା ।  ଆଜି…

ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ଼ରେ ସିବିଆଇ ଚଢ଼ାଉ ମାମଲା, ତିନି ଗିରଫ

ଭୁବନେଶ୍ବର : ଭୁବନେଶ୍ବର ରାମ ମନ୍ଦିର ପାଖରେ ଥିବା ବ୍ରିଜ ଆଣ୍ଡ ରୁଫ କୋ . ଲିମିଟେଡ଼ରେ ସିବିଆଇ ଚଢ଼ାଉ ମାମଲାରେ ତିନି ଜଣ ଗିରଫ । ଆଦିତ୍ୟ ଦେବ ଇନଫ୍ରା ପ୍ରା. ଲିଃର ଏମଡି ଦେବଦତ୍ତ ମହାପାତ୍ରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଅନ୍ୟ ଦୁଇ ଜଣ ହେଲେ ବ୍ରିଜ ଆଣ୍ଡ ରୁଫ୍ ର ଓଡ଼ିଶା ଓ…

ଶିଶୁ ପର୍ଣ୍ଣୋଗ୍ରାଫି ବିରୋଧରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ୨୦ ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ଉ

ନୂଆଦିଲ୍ଲୀ: ଶିଶୁ ପର୍ଣ୍ଣୋଗ୍ରାଫିକୁ ରୋକିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ‘ଅପରେସନ୍‌ ମେଘଚକ୍ର’ ନାମକ ଏକ ଯୋଜନା ଆରମ୍ଭ କରିଛି। ନିକଟରେ ଏହି ଯୋଜନାରେ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ଜିନିଷର ଅନ୍‌ଲାଇନ୍‌ ସେୟାରିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ୨୦ଟି…

କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: ସିବିଆଇ ସ୍କାନରରେ ପଶ୍ଚିମବଙ୍ଗର ଆଉ ଜଣେ ମନ୍ତ୍ରୀ । ପଶ୍ଚିମବଙ୍ଗ ସରକାରଙ୍କ ଆଇନ ଓ ଶ୍ରମ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ରେଡ୍‌ କରିଛି ସିବିଆଇ ଟିମ୍‌ । ଆସାନସୋଲ୍‌ ଓ କୋଲକାତା ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି । ମଳୟ ଘଟକଙ୍କୁ ଅଟକ ରଖିଛି ସିବିଆଇ । କୋଇଲା…