Browsing Tag

CBSE RESULT

ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ବିରାଟ କୋହଲିଙ୍କ ୧୦ମ ମାର୍କସିଟ୍ ଭାଇରଲ, ଗଣିତରେ ରଖିଥିଲେ ଏତିକି ନମ୍ବର

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଫ୍ୟାନ୍ସ ନିରାଶ ରହିଛନ୍ତି । ଟି୨୦ ଏବଂ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି ବିରାଟ କୋହଲି । ଏବେ କେବଳ ଦିନିକିଆ ମ୍ୟାଚ ଖେଳିବାକୁ ଉପଲବ୍ଧ ରହିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଭାଇରଲ ହେବାରେ ଲାଗିଛି । ଏହି…

ଦ୍ବାଦଶ ପରେ ପ୍ରକାଶ ପାଇଲା ସିବିଏସଇ ୧୦ମ ରେଜଲ୍ଟ, ପାସ୍ ହାର ୯୩.୬୬ %

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପାସ୍ ହାର ୯୩.୬୬ % ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । results.cbse.gov.in କୁ ଯାଇ ପିଲାମାନେ ରେଜଲ୍ଟ ଚେକ୍ କରିପାରିବେ । ପିଲାମାନେ…

ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ପାସ୍ ହାର ୮୮.୩୯ %

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ପାସ୍ ହାର ୮୮.୩୯ % ରହିଛି । results.cbse.gov.in କୁ ଯାଇ ପିଲାମାନେ ରେଜଲ୍ଟ ଚେକ୍ କରିପାରିବେ । ପୁଅଙ୍କ ତୁଳନାରେ ବାଜି ମାରିଲେ ଝିଅ । ଛାତ୍ରୀଙ୍କ ପାସ୍ ହାର- ୯୧.୬୪%,…

ଆଜି ଆସିପାରେ ସିବିଏସଇ ୧୦ମ ଏବଂ ୧୨ଶ ରେଜଲ୍ଟ ! ଜାଣନ୍ତୁ କେମିତି କରିବେ ଚେକ୍

ଆଜି ଆସିପାରେ ସିବିଏସଇ ୧୦ମ ଏବଂ ୧୨ଶ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ୪୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଛନ୍ତି । ଚଳିତବର୍ଷ ଗତବର୍ଷ ତୁଳନାରେ ଜଲଦି ରେଜଲ୍ଟ ପ୍ରକାଶିତ ହୋଇପାରେ ବୋଲି ଖବର ମିଳିଛି । ଗତବର୍ଷ ସିବିଏସଇ ରେଜଲ୍ଟ ୧୩ ମଇରେ ପ୍ରକାଶିତ ହୋଇଥିଲା ।…

CBSE ର ବଡ଼ ନିଷ୍ପତ୍ତି; ପ୍ରଥମ ମିଳିବ ଉତ୍ତରପୁସ୍ତିକା ଫଟୋକପି, ତା’ପରେ କରିପାରିବେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଖୁବଶୀଘ୍ର ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହେବ । ପରୀକ୍ଷା ଫଳ ପ୍ରକାଶନ ହେବା ନେଇ ପରୀକ୍ଷାର୍ଥୀ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବୋର୍ଡ ରେଜଲ୍ଟ ବାହାରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି । ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ…

ସିବିଏସସି ପରୀକ୍ଷାରେ ଓଡିଆରେ ଶହେ ରୁ ଶହେ ମାର୍କ ରଖି ଗୌରବ ଆଣିଲେ ଛାତ୍ରୀ

କନ୍ଧମାଳ(କେନ୍ୟୁଜ): ସିବିଏସସି ପରୀକ୍ଷାରେ ଓଡିଆରେ ଶହେରୁ ଶହେ ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ପିଲାଟି ବେଳୁ ଖେଳକୁଦ ତଥା ମୋବାଇଲ ଦେଖିବାରେ ସମୟ ଅପଚୟ ନକରି ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ଆଉ ବହିକୁ ନିଜ ସାଥୀ ଭାବେ ବାଛି ନେଇ ଦିନ ବିତାଉଥିଲେ ।…

ପ୍ରକାଶ ପାଇଲା CBSE ଦଶମ ଓ ଦ୍ବାଦଶ ରେଜଲ୍ଟ , ଦ୍ବାଦଶରେ ୮୭.୯୮% ପରୀକ୍ଷାର୍ଥୀ ପାସ୍

ଭୁବନେଶ୍ୱର :  ଆରମ୍ଭ ହେଲା ରେଜଲ୍ଟ ଋତୁ । ପ୍ରକାଶ ପାଇଲା CBSE ଦଶମ ଓ ଦ୍ବାଦଶ ରେଜଲ୍ଟ । ସିବିଏସଇ ୱେବସାଇଟ cbse.nic.inରେ ରେଜଲ୍ଟ ଉପଲବ୍ଧ । ଦ୍ବାଦଶରେ ୮୭.୯୮% ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୨୪ ହଜାର ପରୀକ୍ଷାର୍ଥୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି । ଏକ ଲକ୍ଷ ୧୬ ହଜାରରୁ ଅଧିକ…

ପ୍ରକାଶ ପାଇଲା CBSE ୧୦ମ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ପରୀକ୍ଷା ପରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯେଉଁମାନେ ୧୦ମ ପରୀକ୍ଷା ଦେଇଥିଲେ, ସେମାନେ ସିବିଏସଇର ଅଫିସିଆଲ ୱେବସାଇଟ cbseresults.nic.in କୁ ଯାଇ ନିଜର ଫଳାଫଳ ଦେଖିପାରିବେ । ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ଲିଙ୍କରେ…

CBSE ଦଶମ ଓ ଦ୍ୱାଦଶ ଫଳାଫଳ ବହୁତ ଜଲ୍‌ଦି, cbse.gov.inରେ ଏମିତି କରନ୍ତୁ ରେଜଲ୍ଟ ଯାଞ୍ଚ

ସିବିଏସ୍‌ଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ଗୋଟିଏ ଦିନରେ ହିଁ ଘୋଷଣା କରାଯିବ । କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ନିଜ ୱେବ୍‌ସାଇଟରେ ଏକ ସରକାରୀ ବିବୃତ୍ତିରେ ଏହା କହିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମେ’ ୨୦ ପରେ ଫଳାଫଳ ଜାରି କରାଯିବ । ବୋର୍ଡ…

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କଲରାବାଙ୍କ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶତପ୍ରତିଶତ ସଫଳତା

କେନ୍ୟୁଜ୍(ବ୍ୟୁରୋ);  ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶତପ୍ରତିଶତ ସଫଳତା। ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ କଲରାବାଙ୍କଠାରେ ପ୍ରତିଷ୍ଠିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbse.gov.in ଏବଂ results.cbse.nic.inରେ ମିଳିପାରିବ ରେଜଲ୍ଟ । 7738299899କୁ ଏସଏମ୍‌ଏସ ପଠାଇ ମଧ୍ୟ ଜାଣିପାରିବେ ପରୀକ୍ଷା ଫଳ । ଚଳିତବର୍ଷ ପରୀକ୍ଷା ଦେଇଛନ୍ତି ୨୧,୧୬,୨୯୦ ଛାତ୍ରଛାତ୍ରୀ। ସୂଚନା ଥାଉକି, ଏପ୍ରିଲ ୨୬ରୁ ମେ’ ୨୪ ଯାଏ…

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ରେଜଲ୍ଟ, ପାସ ହାର ୯୪. ୪୦ ପ୍ରତିଶତ

ବାହାରିଲା CBSE ଦଶମ ରେଜଲ୍ଟ । cbse.nic.in ୱେବ ସାଇଟରେ ଯାଇ ରେଜଲ୍ଟ ଚେକ କରିପାରିବେ । ୨୧ ଲକ୍ଷରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । ଟର୍ମ-2 ପରୀକ୍ଷା ଫଳ ସହ ରେଜଲ୍ଟ ପ୍ରକାଶ ପାଇଥିବା ଜଣାଯାଇଛି । ପାସ ହାର ରହିଛି ୯୪. ୪୦ ପ୍ରତିଶତ । ଏଥର ଛାତ୍ରଙ୍କୁ…