Browsing Tag

ccoronavirus updates

ବଢୁଛି କରୋନା ସଂକ୍ରମଣ, ୭୦୦୦ ହଜାର ଡେଇଁଲା ସଂକ୍ରମିତ ସଂଖ୍ୟା

ଡରାଇଲାଣି କରୋନା । ସମଗ୍ର ଦେଶରେ କରୋନା ପୁଣି କାୟା ମେଲାଉଛି । ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୭୧୨୧ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଆଜି ସୁଦ୍ଧା ୭୧୨୧ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟାରେ…

ଦିନକୁ ଦିନ ବଢୁଛି କରୋନାର ପ୍ରକୋପ, ସଂକ୍ରମିତ ସଂଖ୍ୟା ୪୦୦୦ ପାର୍, ୨୪ ଘଣ୍ଟାରେ ୫ ମୃତ

ନୂଆଦିଲ୍ଲୀ :  କରୋନା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର୍ । ୨୪ ଘଣ୍ଟାରେ ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୪୦୨୬ରହିଛି କରୋନା…

ଦେଶରେ ବ୍ୟାପୁଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୫ ପାର୍

ଦେଶରେ କରୋନା ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । ୩ ହଜାର ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଶନିବାର ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୫ ରହିଛି । ଗତ ୨୪ ଘଣ୍ଟାରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ…

ଦେଶରେ ପୁଣି ଡରାଇଲାଣି କରୋନା! ଗୋଟିଏ ଦିନରେ ୧୪୮ ଜଣ ପଜିଟିଭ୍‌

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କରୋନା। ଶୀତଦିନ ଆରମ୍ଭ ହେବା ସହିତ ଭାରତରେ ଏବେ କରୋନା ଭାଇରସର ନୂଆ ମାମଲା ଦେଖାଦେଇଛି, ଯାହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣିଥରେ ଚିନ୍ତା ଘାରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଭାରତରେ ଗୋଟିଏ ଦିନରେ କରୋନା ଭାଇରସ୍‌…

ଘାତକ ସାଜୁଛି ନୂଆ କୋଭିଡ ଭାରିଆଣ୍ଟ: ଆକ୍ରାନ୍ତ ହେଲେ ଆଖିର ରଙ୍ଗ ହେଉଛି ଗୋଲାପୀ

ନୂଆଦିଲ୍ଲୀ : ଘାତକ ସାଜୁଛି କରୋନା । କୋଭିଡର ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହେଲେ ଆଖି ଗୋଲାପୀ ରଙ୍ଗର ଦେଖାଦେଉଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି । ଓମିକ୍ରନ୍‌ର ନୂଆ ଭାରିଆଣ୍ଟ XBB.1. 16 ବା Arcturus ଆଖିକୁ ଗୋଲାପୀ ରଙ୍ଗ କରିଦେଉଛି । କୋଭିଡ ଯୋଗଁ ଆଖି…

ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣରୁ ରକ୍ଷା କରିବ ଏସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରିଦିଅନ୍ତୁ ସେବନ

ଦେଶରେ କରୋନାର ପ୍ରଭାବ କମିଥିବା ବେଳେ ଏବେ ନୂଆ ଭାଇରସ୍‌ର ପ୍ରଭାବ ବଢିବାରେ ଲାଗିଛି। ଭାରତରେ ଏବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଆତଙ୍କ ବଢି ଚାଲିଛି। ଇନଫ୍ଲୁଏଞ୍ଜା ସଂକ୍ରମଣର ଲକ୍ଷଣ ହେଉଛି ଜ୍ୱର,କାଶ, ମୁଣ୍ଡବିନ୍ଧା,ଶରୀର ଯନ୍ତ୍ରଣା, ଡାଇରିଆ ଇତ୍ୟାଦି। ପାଣିପାଗର କ୍ରମାଗତ ପରିବର୍ତ୍ତନ…

ଦୁନିଆରୁ ଶୀଘ୍ର ଶେଷ ହେବ ନାହିଁ କରୋନା ସଂକ୍ରମଣ, ବିଶେଷଜ୍ଞ କହିଲେ ଟିକାକରଣ ଜରୁରୀ

ହଂକଙ୍ଗ : ଏକ ନୂଆ ଅଧ୍ୟୟନ ଅନୁଯାୟୀ, କୋଭିଡରେ ପୀଡିତ ପ୍ରାୟ ୭୧ ପ୍ରତିଶତ ଲୋକଙ୍କର ଚିକିତ୍ସାର ଆବଶ୍ୟକତା ରହିଥିଲା । କରୋନାରେ ପୀଡିତ ବ୍ୟକ୍ତି ୬ ମାସରୁ ଅଧିକ ସମୟ କାମ କରିବାରେ ଅସମର୍ଥ ରହିଥିଲେ । କରୋନା ସଂକ୍ରମିତଙ୍କ ମଧ୍ୟରେ ୧୮ ପ୍ରତିଶତ ବ୍ୟକ୍ତି ୬୦ ବର୍ଷରୁ ଅଧିକ ବୟସର ।…

କରୋନା ର ଶନି ସମ୍ପର୍କ, କେବେ ଆସିବ ସଂକ୍ରମଣର ବଡ଼ ଲହର

କରୋନା ପୁଣି ଥରେ ମୁଣ୍ଡ ଉଠାଇଲାଣି । ତେଣୁ ଭାରତ ସହ ଦୁନିଆର ଅନେକ ଦେଶରେ କରୋନାକୁ ପ୍ରତିହତ କରିବା ପାଇଁ ଦ୍ରୁତ ପ୍ରସ୍ତୁତି ଚାଲିଛି । ଏହା ମଧ୍ୟରେ କରୋନା ପଛରେ ଶନି ଗ୍ରହଙ୍କ ସମ୍ପର୍କକୁ ନେଇ ଜ୍ୟୋତିର୍ବିଦମାନେ ମତ ଦେଇଛନ୍ତି । କେବେ ପୁଣି ଥରେ କରୋନା ଲହର ଉପରକୁ ଉଠିବ, ତାହା ପଛରେ…

ପୁଣି ଡରାଇଲାଣି କରୋନା ନୂଆ ଭାଇରସ ବିଏଫ୍‌ ୭, ଦୁଇଟି ଟିକା ନେଲେ ବି ହୋଇପାରନ୍ତି ପ୍ରଭାବିତ, ଏହି ଲକ୍ଷଣ ଦେଖିବା…

ନୂଆଦିଲ୍ଲୀ : କିଛି ମାସ ଧରି କରୋନା ସଂକ୍ରମଣ ଭୟରୁ ଲୋକେ ମୁକୁଳିଥିବା ବେଳେ ପୁଣି ଥରେ ଡରାଇଲାଣି କରୋନା । ଏଥର ପୁଣି ଆଉ ଏକ ନୂଆ ଭାରିଏଣ୍ଟ ବିଏଫ୍‌ ୭, ଯାହା ଟିକା ନେବା ଲୋକଙ୍କୁ ବି ପ୍ରଭାବିତ କରୁଛି । ଏମିତି ଖବର ମିଳୁଛି ଗବେଷକଙ୍କ ନିକଟରୁ । ଚୀନରେ ଲକ୍ଷ ଲକ୍ଷ ଲୋକ ଏଥିରେ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୬୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-…

ରାଜ୍ୟରେ ୨୪ ଘଣ୍ଟାରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି କୋରନା ଗ୍ରାଫ୍‌। ଓଡ଼ିଶାରେ ଲାଗାତର ଦୁଇ ଦିନ ଧରି ୧ ହଜାର ତଳେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮୭୨ । ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି ।…