ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ନୂଆ ଋଣନୀତି: ସହର ଉପରେ ୨୪ ଘଣ୍ଟା ନଜର ରଖିବ ସିସିଟିଭି
ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନୂଆ ଋଣନୀତି ପସ୍ତୁତ କରାଯାଇଛି । ‘ସହଭାଗିତା’ ନାଁରେ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ଅପରାଧିକ କାର୍ଯ୍ୟକଳାପ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କମିଶନରେଟ ପୋଲିସର ଏହା ଏକ ନୂଆ ପଦକ୍ଷେପ । ପୋଲିସ ସର୍ଭର ସହ ଯୋଡି…