Browsing Tag

cctv

ଆଗକୁ ଆସୁଛି ଦୁର୍ଗାପୂଜା: ଅପରାଧୀଙ୍କ ଉପରେ ନଜର ରଖିବାକୁ କଟକରେ ଲାଗିଲା ୨୦୦ରୁ ଅଧିକ ସିସିଟିଭି, ଆହୁରି ଲାଗିବ ୫ଶହ

କଟକ(କେନ୍ୟୁଜ୍): ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ କଟକର ବିଭିନ୍ନ ସ୍ଥାନରେ ଲାଗିଲା ସିସିଟିଭି । କମିଶନରେଟ୍‌ ପୋଲିସ, କଟକର ବିଭିନ୍ନ ପୂଜା କମିଟି ଓ କିଛି ବ୍ୟବସାୟିକ ଅନୁଷ୍ଠାନର ସହଭାଗିତାରେ କଟକର ହାୱାର୍ଡ଼ ମୋଟର୍ସ, ଏସିବି ମେଡ଼ିକାଲ, ବଜ୍ରକବାଟି ଓ ପଟାପୋଲ ଛକରେ ଲଗାଯାଇଛି…

କ୍ୟାମେରା ଦ୍ୱାରା ଚିନ ନେଇପାରେ ଆପଣଙ୍କ ଡାଟା…କେମିତି ଜାଣନ୍ତୁ

ବର୍ତ୍ତମାନ ଯୁଗ ହେଉଛି ସ୍ମାର୍ଟ ଯୁଗ । ଆଉ ଏହି ସ୍ମାର୍ଟ ଯୁଗରେ କ୍ୟାମେରାର ଭୂମିକା ବହୁ ଉପରେ । ଯେଉଁଠି ଦେଖିବେ ସବୁ ସ୍ଥାନ କ୍ୟାମେରାରେ କଏଦ । କେହି ବି ଖସି ଯାଇପରିବେନି । କିନ୍ତୁ ଏହି କ୍ୟାମେରା କୋଉ କ୍ୟାମେରା । ମାନେ କୋଉ କ୍ୟାମେରା ବ୍ୟବହାର କରୁଛନ୍ତି ଆପଣ । ତାହା ବେଶ…

ଘୋଡ଼ାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ୧୦ ବର୍ଷ ଜେଲ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ମଣିଷ ଧୀରେ ଧୀରେ ପଶୁ ଠାରୁ ବି ହୀନ ହୋଇଯାଉଛି। ବର୍ତ୍ତମାନ ଯୁଗ ଯେତିକି ଯେତିକି ଆଗକୁ ଯାଉଛି, ମଣିଷ ସେତିକି ସେତିକି ନିଜ ହିତାହିତ ଜ୍ଞାନ ହରାଇ ବସୁଛି। ଏବେ ଏହାର ଏକ ଜ୍ୱଳନ୍ତ ତଥା ଘୃଣ୍ୟ ଉଦାହରଣ ସାମ୍ନାକୁ ଆସିଛି ଆମେରିକାର ଟେକ୍‌ସାସ୍‌ ସହରରୁ। ଏଠାରେ ଜଣେ ଯୁବକ ଘୋଡ଼ା ସହ ଦୁଷ୍କର୍ମ…

ଏମତି ବି ଆସେ ମୃତ୍ୟୁ: ଚାଲୁ ଚାଲୁ ଟଳିପଡିଲେ, ଚାଲିଗଲା ଜୀବନ

ପିପିଲି(କେନ୍ଯୁଜ୍): ଏମତି ବି ଆସେ ମୃତ୍ୟୁ । ଚାଲୁ ଚାଲୁ ଟଳିପଡିଲେ । ଚାଲିଗଲା ଜୀବନ । ସିସିଟିଭିରେ କଏଦ ହେଲା ମୃତ୍ୟୁର ସମସ୍ତ ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ହନୁମନ୍ତ ପାଟଣା ଗାଁର ବାସୁଦେବ ବାରିକ ସାର କିଣିବା ପାଇଁ ଉତ୍ତରା ଛକକୁ ଯାଇଥିଲେ ।…

ଛୁରାମାଡ଼ ଯୋଗୁ ରକ୍ତାକ୍ତ ହୋଇ ରାସ୍ତା ଉପରେ ଛଟପଟ ହେଉଥିଲା ଯୁବକ, ସିସିଟିଭିରେ କଏଦ ହେଲା ଲାଇଭ ମର୍ଡର

ମଧ୍ୟପ୍ରଦେଶରେ ପୁଣିଥରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ଜଣେ ଯୁବକକୁ ହତ୍ୟା କରାଯାଇଛି। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା କହିଛି ପୋଲିସ। ସୂଚନା ମୁତାବକ,…

କାହିଁକି ଏବେ ଯାଏଁ ଥାନାରେ ଲଗାଯାଇନି ସିସିଟିଭି? କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ହେଲେ ସୁପ୍ରିମ୍‌କୋର୍ଟ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଜାତୀୟ ତଦନ୍ତ ଏଜେନ୍ସି(ଏନ୍‌ଆଇଏ) ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ମାମଲାରେ କେନ୍ଦ୍ର ସରକାରଙ୍କ ପଛଘୁଞ୍ଚା ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗଭୀର ଅସନ୍ତୋଷ…

ୱେଲ୍‌ ଗେଟ୍‌ ଅପ୍‌ରେ ଯୁବତୀଙ୍କ ଚୋରି ଉଦ୍ଯମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଜୟପୁର: ୱେଲ୍‌ ଗେଟ୍‌ ଅପ୍‌ରେ ଚୋରି । ସିସିଟିଭିରେ କଏଦ ହେଲା ଯୁବତୀଙ୍କ ସ୍କୁଟି ଚୋରି ଉଦ୍ୟମର ଦୃଶ୍ୟ । ଏ ହେଉଛି ଜୟପୁରରେ ଥିବା ଏକ ଆପାର୍ଟମେଣ୍ଟର ଦୃଶ୍ୟ । ଯୁବତୀ ଜଣକ ଦିନ ଦ୍ୱିପହରରେ ଆପାର୍ଟମେଣ୍ଟରେ ଥିବା ସ୍କୁଟି ଗୁଡିକୁ ନକଲି ଚାବି ଦ୍ୱାରା ଖୋଲିବାକୁ ଚେଷ୍ଟା କରିଥିଲେ…

ଏବେ ଦୁର୍ଘଟଣାକୁ ଜଗିବ ସିସିଟିଭି, ରାଜ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଲଗାଯିବ ସିସିଟିଭି

କେନ୍ୟୁଜ୍(ବ୍ୟୁରୋ): ଦୁର୍ଘଟଣା ଜଗିବ ସିସିଟିଭି । ରାଜ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ସିସିଟିଭି ଲଗାଯିବ । ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯିବ । ଗିରିସୋଳାରୁ ପୁଇଁତୁଳା ଯାଏ ୫୨ କିଲୋମିଟର ଜାତୀୟ ରାଜପଥରେ CCTV ଲଗାଯିବାକୁ ନିଷ୍ପତ୍ତି ହୋଇଛି । ଏହି…

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଧରିବ ସିସିଟିଭି, ଡାକରେ ଘରକୁ ଯିବ ଚାଲାଣ; ଗଣିବେ ଫାଇନ୍‌

ଭୁବେନେଶ୍ବର(କେନ୍ୟୁଜ୍): ପୋଲିସ୍‌ ଥାଉ କି ନଥାଉ ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଆପଣଙ୍କୁ ଗଣିବାକୁ ହେବ ଫାଇନ୍‌ ।  ପୋଲିସ ନ ଧରିଲେ ବି CCTV ଜରିଆରେ ଚିହ୍ନଟ ହେବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ। ଆସନ୍ତାକାଲିଠୁ କମିଶନରେଟ ପୋଲିସରେ ଆରମ୍ଭ ହେବ ଟ୍ରାଫିକ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା।…

ପୁଅ କଡ଼ରେ ଭୂତ ଶୋଇଥିବା ସିସିଟିଭିରେ ଦେଖିଲେ ମହିଳା, ସତ ଜାଣିବା ପରେ ଉଡ଼ିଗଲା ହୋସ୍‌

ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଭୂତକୁ ଡରନ୍ତି। ଏଣୁ ରାତିରେ କୌଣସି ଭୟଙ୍କର ଜାଗାକୁ ଯିବାକୁ କେହି ସାହାସ କରିପାରନ୍ତି ନାହିଁ। ତେବେ ଥରେ ଚିନ୍ତା କଲେ ଆପଣ ରହୁଥିବା ଘରେ ଯଦି ଭୂତ ଥିବ, ଆଉ ଆପଣ ତାହା ଜାଣି ମଧ୍ୟ ଘରେ ରହୁଥିବେ। ଏଭଳି କଥା ଭାବିବାକୁ ଭୟ ଲାଗୁଥିବା ବେଳେ ଜଣେ ମହିଳା…

ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ଅଣ୍ଟାଭିଡିଲା ବ୍ରହ୍ମପୁର ମହାନଗର ନିଗମ, ମୁଖ୍ୟ ଛକମାନଙ୍କରେ ଲଗାଗଲା ସିସିଟିଭି…

ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା। ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ। ସହରର ମୁଖ୍ୟ ଛକମାନଙ୍କରେ ଲଗାଯାଇଛି ସିସି କ୍ୟାମେରା ଓ ଟ୍ରାଫିକ ଲାଇଟ ସିଷ୍ଟମ। ଏହାର କଣ୍ଟ୍ରୋଲ ରୁମ ବିଏମସି କାର୍ଯ୍ୟାଳୟରେ ରହିଛି। ଏଥିରୁ ଅପରାଧୀକ…

ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣା : ମିଳିଲା ସିସିଟିଭି ଫୁଟେଜ୍‌

କଟକ : ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମିଳିଛି ସିସିଟିଭି ଫୁଟେଜ୍‌ । ସନ୍ଦେହ ଘେରକୁ ଆସିଛି ଏକ ଇନୋଭା କାର୍‌ । କାର୍‌ଟି ନମ୍ବର ବିହୀନ ଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି । କାର୍‌ଟି କଟକ ଅଭମୁଖେ ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି…