ସବୁ ବିଭାଗ ସହ ସମନ୍ୱୟ ରକ୍ଷା କର, ସିଡିପିଓଙ୍କୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କର । ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି । ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ସରକାରଙ୍କ ପାଖକୁ ଆଣନ୍ତୁ ବୋଲି ସିଡିପିଓମାନଙ୍କୁ କହିଛନ୍ତି ମୁଖ୍ୟ ସଚିବ ମନୋଜ…