ଆସିଲା ବିପିନ ରାୱତଙ୍କ ହେଲିକପ୍ଟର କ୍ରାସର ତଦନ୍ତ ରିପୋର୍ଟ: ଜାଣନ୍ତୁ କଣ ଥିଲା କାରଣ
କେନ୍ୟୁଜ୍(ବ୍ୟୁରୋ):ଆସିଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସର ତଦନ୍ତ ରିପୋର୍ଟ । କୌଣସି ଯାନ୍ତ୍ରିକ ତ୍ରୁଟିରୁ ଦୁର୍ଘଟଣା ହୋଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହପଛରେ କୌଣସି ଆତ୍ମଘାତୀ କାର୍ଯ୍ୟକଳାପ ନାହିଁ । କିମ୍ବା କୌଣସି ଅବହେଳାକୁ ଏଥିପାଇଁ ଦାୟୀ…