ସଡ଼କରେ ଭିକ ମାଗୁଥିବାର ନଜର ଆସିଲେ ଶିବ ଠାକରେ, ମୁହଁର ଅବସ୍ଥା ଦେଖି ଚିଲ୍ଲାଇଲେ ମହିଳା
ଶିବ ଠାକରେଙ୍କୁ କିଏ ବା ନଜାଣେ । ବିଗ୍ ବସ୍ ୧୬ରୁ ସେ ଫ୍ୟାନ୍ସଙ୍କ ହୃଦୟ ଜିତିବା ଆରମ୍ଭ କରିଥିଲେ । ଏହା ପରେ ଖତରୋଁ କେ ଖିଲାଡ଼ିରେ ଜବରଦସ୍ତ ଷ୍ଟଣ୍ଟ କରୁଥିବାର ନଜର ଆସିଥିଲେ । ବର୍ତ୍ତମାନ ଝଲକ୍ ଦିଖଲାଜା ରେ ନିଜ ଡ୍ୟାନ୍ସର ଟ୍ୟାଲେଣ୍ଟକୁ ଦେଖାଉଛନ୍ତି । ଏହି ସୋ’ରେ ଶିବଙ୍କ…