Browsing Tag

celebrity

ସଡ଼କରେ ଭିକ ମାଗୁଥିବାର ନଜର ଆସିଲେ ଶିବ ଠାକରେ, ମୁହଁର ଅବସ୍ଥା ଦେଖି ଚିଲ୍ଲାଇଲେ ମହିଳା

ଶିବ ଠାକରେଙ୍କୁ କିଏ ବା ନଜାଣେ । ବିଗ୍‌ ବସ୍‌ ୧୬ରୁ ସେ ଫ୍ୟାନ୍ସଙ୍କ ହୃଦୟ ଜିତିବା ଆରମ୍ଭ କରିଥିଲେ । ଏହା ପରେ ଖତରୋଁ କେ ଖିଲାଡ଼ିରେ ଜବରଦସ୍ତ ଷ୍ଟଣ୍ଟ କରୁଥିବାର ନଜର ଆସିଥିଲେ । ବର୍ତ୍ତମାନ ଝଲକ୍‌ ଦିଖଲାଜା ରେ ନିଜ ଡ୍ୟାନ୍ସର ଟ୍ୟାଲେଣ୍ଟକୁ ଦେଖାଉଛନ୍ତି । ଏହି ସୋ’ରେ ଶିବଙ୍କ…

ପ୍ରସିଦ୍ଧ କବି ମୁନଓ୍ଵର ରାଣାଙ୍କ ପରଲୋକ, ଲକ୍ଷ୍ନୌରେ ନେଲେ ଶେଷ ନିଶ୍ୱାସ

ମା’କୁ ନେଇ ଅନେକ କବିତା ଲେଖିଥିବା ପ୍ରସିଦ୍ଧ କବି ମୁନୱର ରାଣାଙ୍କ ପରଲୋକ । କାର୍ଡିଆକ୍‌ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୀର୍ଘଦିନରୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଲକ୍ଷ୍ନୌର ପିଜିଆଇରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ…

ଗମ୍ଭୀର ରୋଗକୁ ନେଇ ସଂଘର୍ଷ କରୁଛନ୍ତି ବଡ଼ ବଡ଼ ସେଲିବ୍ରିଟି, ଜାଣନ୍ତୁ କେଉଁ ବଲିଉଡ ଷ୍ଟାର ଏଭଳି ସମସ୍ୟାରେ ପୀଡ଼ିତ

ବଲିଉଡ ଷ୍ଟାରମାନେ ସେମାନଙ୍କ ଆକ୍ଟିଙ୍ଗର ଯାଦୁ ଦେଖାଇ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । କିନ୍ତୁ ସେମାନଙ୍କୁ ଦେଖିଲେ ଲାଗେନି ଯେ ସେମାନେ ବି ଅନେକ ସମସ୍ୟାର ଶିକାର ହୋଇଥିବେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ମୁହଁରେ ସବୁବେଳେ ହସ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡ…

ବାହା ହେଲେ ‘କ୍ୟାପଟେନ୍ ଆମେରିକା’ କ୍ରିସ୍ ଇଭାନ୍ସ : ନିଜଠୁ ୧୬ ବର୍ଷ ସାନ ଗର୍ଲଫ୍ରେଣ୍ଡ ସହିତ କଲେ…

'କ୍ୟାପଟେନ୍ ଆମେରିକା' ଅର୍ଥାତ୍ କ୍ରିସ୍ ଇଭାନ୍ସଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । କ୍ରିସ୍ ଇଭାନ୍ସ ବର୍ତ୍ତମାନ ବିବାହିତ । ହଠାତ୍ ବିବାହ କରି ସେ ତାଙ୍କ ଫ୍ୟାନମାନଙ୍କୁ ଚକିତ କରି ଦେଇଥିଲେ । କ୍ରିସ୍ ତାଙ୍କଠାରୁ ୧୬ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା…

କେଉଁ ସେଲିବ୍ରେଟି କେଉଁ ଅଙ୍ଗ ଦାନ କରିଛନ୍ତି ଜାଣନ୍ତୁ 

ପୁରାଣରେ ରହିଛି ଦାନର ମହତ୍ୱ କଥା । ଦାନ କରିବା ଦ୍ୱାରା ମଣିଷର ଏହି ଲୋକ ଓ ପରଲୋକରେ କଲ୍ୟାଣ ହୋଇଥାଏ । ଅବଶ୍ୟ ସମୟ ସହ ଦାନର କଥା ବେଶ୍‌ ବଦଳି ଗଲାଣି । କେବଳ ଅର୍ଥଦାନ କଥାକୁ ସମସ୍ତେ ବୁଝିଛନ୍ତି । ତେବେ ସନାତନ ଧର୍ମରେ ରହିଛି ପାଞ୍ଚଟି ଦାନ । ଏସବୁ ହେଉଛି ବିଦ୍ୟା, ଭୂମି, କନ୍ୟା, ଗୋ…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ କାହିଁକି ଯାଆନ୍ତି ଭାରତୀୟ ଅଭିନେତ୍ରୀ, ଏହା ପଛରେ କାରଣ କଣ ଥାଏ ?

ମନୋରଞ୍ଜନ ଜଗତରୁ ସବୁଠୁ ବଡ ଇଭେଣ୍ଟ ମଧ୍ୟରେ ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲ । ଯାହା ୧୭ମେରୁ ଆରମ୍ଭ ହେବାକୁ ଯାଉଛି । ଭାରତ ପକ୍ଷରୁ ବି ଅନେକ ସେଲିବ୍ରେଟି ଭାଗ ନେବେ । ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦିପିକା ପାଦୁକୋନ ଜୁଲୀ ମେମ୍ବରରେ ସାମିଲ ଅଛନ୍ତି । ଚଳିତଥର ପ୍ରସିଦ୍ଧ ଲୋକ ଗାୟକ…