Browsing Tag

Cement factory accident

ରାମକୋ ସିମେଣ୍ଟ କାରଖାନାରେ ଅଘଟଣ, ଜଣଙ୍କର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ହରିଦାସପୁରରେ ଥିବା ରାମକୋ ସିମେଣ୍ଟ କାରଖାନାରେ ଅଘଟଣ । କମ୍ପାନୀରେ ଲୋଡିଙ୍ଗ ଚାଲିଥିବା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ପରେ କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇ ନଥିଲେ ଯାହାଫଳରେ ମୃତଦେହକୁ ଗାଏବ କରିଥିବା…

ସିମେଣ୍ଟ କାରଖାନାରେ ଭୁଶୁଡିଲା ସ୍ଲାବ୍, ୨ ଶ୍ରମିକ ମୃତ, ୫୦ରୁ ଅଧିକ ଆହତ

ମଧ୍ୟପ୍ରଦେଶର ପନ୍ନାରେ ଥିବା ସିମେଣ୍ଟ କାରଖାନାରେ ଭୟଙ୍କର ଅଘଟଣ ଘଟିଛି । ଏହି ଘଟଣାରେ ୨ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । କାରଖାନାର ଏକ ୟୁନିଟ୍ ଭାରା ଭୁଶୁଡିବା ଯୋଗୁଁ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଧ୍ବଂସବଶେଷ ପଡିଯାଇଥିଲା । ଘଟଣାରେ ୨…

ସିମେଣ୍ଟ କାରଖାନା ଦୁର୍ଘଟଣା ଘଟଣା: ୪୦ ଘଣ୍ଟା ପରେ ୩ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡିବା ଘଟଣାରେ ୩ ମୃତଦେହ ଉଦ୍ଧାର । ୪୦ ଘଣ୍ଟା ପରେ ମିଳିଛି ମୃତଦେହ । ଏହି ଘଟଣାରେ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଛି । ଡାଲମିଆ ସିମେଣ୍ଟ ପ୍ଲାଣ୍ଟ…

ସିମେଣ୍ଟ କାରଖାନାରେ ଅଘଟଣ ଘଟଣା: ଉଦ୍ଧାର ପାଇଁ ପ୍ଲାଣ୍ଟ ଭିତରକୁ ଯାଇଛି ୩ଟି କ୍ରେନ ଓ ୩ଟି ଆମ୍ବୁଲାନ୍ସ

ସୁନ୍ଦରଗଡ଼ : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାରେ ଦୁର୍ଘଟଣା ଘଟଣାରେ ରେସକ୍ୟୁ ଅପରେସନ ଜାରି ରହିଛି । କୋଇଲା ଗୁଣ୍ଡ ତଳେ ଚାପିହୋଇ ରହିଛନ୍ତି ଅନେକ ଶ୍ରମିକ । ଉଦ୍ଧାର ପାଇଁ ପ୍ଲାଣ୍ଟ ଭିତରକୁ ୩ଟି କ୍ରେନ ଓ ୩ଟି ଆମ୍ବୁଲାନ୍ସ ଯାଇଛି । ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି…