ଆରମ୍ଭ ହେବାକୁ ଯାଉଛି ୨୦୨୬ର ପ୍ରଥମ ପର୍ଯ୍ୟାୟ ଜନଗଣନା, ଘରେ ବସି ନିଜେ ଦିଅନ୍ତୁ ନିଜର ତଥ୍ୟ !
ଆରମ୍ଭ ହେବାକୁ ଯାଉଛି ୨୦୨୬ର ପ୍ରଥମ ପର୍ଯ୍ୟାୟ ଜନଗଣନା । ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ସୂଚନା ଅନୁସାରେ ୨୦୨୬ ଜନଗଣନା ପାଇଁ ପ୍ରକ୍ରିୟା ଜାରି ରହିଛି । ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ ରୁ ୩୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ…