Browsing Tag

central bank cuts mclr

ସେଣ୍ଟ୍ରାଲ ବ୍ୟାଙ୍କର ବଡ଼ ଉପହାର, ଶସ୍ତା ହେଲା ଉଭୟ ହୋମ୍‌ ଲୋନ୍‌ ଓ ଗାଡ଼ି ଲୋନ୍‌

ଋଣ ନେବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛି। ବ୍ୟାଙ୍କ ତରଫରୁ ଉଭୟ ହୋମ୍‌ ଲୋନ୍‌ ଓ ଗାଡ଼ି ଲୋନ୍‌ର ସୁଧ ହାରକୁ କମ୍‌ କରି ଦିଆଯାଇଛି। ବ୍ୟାଙ୍କ MCLR କୁ ୦.୦୫ ପ୍ରତିଶତ କମାଇ ଦେଇଛି। ବ୍ୟାଙ୍କ…