Browsing Tag

central government

ସଡ଼କ ସୁରକ୍ଷାକୁ ଉନ୍ନତ କରିବା ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ, ଏବେ କଥା କହିବ ରାସ୍ତା

ଭାରତରେ ସଡ଼କ ସୁରକ୍ଷାକୁ ଉନ୍ନତ କରିବା ଦିଗରେ ସରକାର ଏକ ପ୍ରମୁଖ ପଦକ୍ଷେପ ନେଉଛନ୍ତି । ଏବେ କଥା କହିବ ରାସ୍ତା । ଏହି ପଦକ୍ଷେପ ଅଧୀନରେ, ଯାନବାହନରୁ ଯାନବାହନ (V2V) ଯୋଗାଯୋଗ ଟେକ୍ନୋଲୋଜୀକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଉଛି । ଏହି ଟେକ୍ନୋଲୋଜୀ ମୋବାଇଲ୍ ନେଟୱାର୍କ କିମ୍ବା…

ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍, କଟକଣା ଲଗାଇଛନ୍ତି ସରକାର

ଭୁବନେଶ୍ବର: ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍ । ଏଣିକି ସରକାରୀ ଅଫିସରେ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।  ସରକାରୀ ଅଫିସ୍ ରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର ।  ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି ।  ସେହିପରି ସମ୍ବେଦନଶୀଳ…

ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର, ଆରାବଳୀରେ ହେବନି ଖଣି ଖନନ

ନୂଆଦିଲ୍ଲୀ: ଆରାବଳୀ ସୁରକ୍ଷା ପାଇଁ ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର । ଏଥର ଆରାବଳୀରେ ହେବନି ଖଣି ଖନନ । ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏହି ପର୍ବତମାଳା । ଆରାବଳୀକୁ ବଞ୍ଚାଇବା ପାଇଁ ସାରା ଦେଶରେ ତେଜିଥିଲା ବିରୋଧର ସ୍ୱର । ସରକାର କହିଛନ୍ତି, ଆମେ ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବୁ…

ରାଜ୍ୟରେ ବେଆଇନ ବାଲି ଚୋରି ରୋକିବାକୁ ଆକ୍ସନ ମୋଡରେ ସରକାର, ୩୨ଟି ହାଇୱା ଜବତ

ଜଳେଶ୍ବର: ରାଜ୍ୟରେ ବେଆଇନ ବାଲି ଚୋରି ରୋକିବାକୁ ଆକ୍ସନ ମୋଡରେ ସରକାର ।  ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରି ୩୨ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି ।  ଘଟଣାରେ ୧୦ଜଣଙ୍କୁ ଅଟକ ରଖାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ସୁବର୍ଣ୍ଣରେଖା…

ରେଳ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବ ୭୮ ଦିନର ବୋନସ୍

ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସି ଖବର । କେନ୍ଦ୍ର ସରକାର ଦେଲେ ବଡ଼ ଉପହାର । ବୁଧବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ରେଳବାଇର ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି କର୍ମଚାରୀମାନେ ଚଳିତ ବର୍ଷ ୭୮ ଦିନର ବୋନସ୍ ପାଇବେ । ଏହି ନିଷ୍ପତ୍ତି ଦେଶର ଲକ୍ଷ…

ଅପରେସନ୍ ସିନ୍ଦୁର… ସ୍ବତନ୍ତ୍ରତା ଦିବସରେ ୧୬ ଜଣଙ୍କୁ ମିଳିବ ବୀରତ୍ବର ସମ୍ମାନ

ଦିଲ୍ଲୀ: ସରକାର ଅପରେସନ ସିନ୍ଦୂରର ନାୟକମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବାକୁ ବିଚାର କରୁଛନ୍ତି ।  ସୀମା ସୁରକ୍ଷା ବଳ ଏହି ଅପରେସନର ୧୬ ଜଣ ସାହସୀ ସୀମା ରକ୍ଷକଙ୍କ ପାଇଁ ସାହସିକତା ପଦକ ଘୋଷଣା  କରିଛନ୍ତି ।  ସନ୍ଧ୍ୟା ସୁଦ୍ଧା ସେହି ଯୋଦ୍ଧାମାନଙ୍କ ନାମ ମଧ୍ୟ ଘୋଷଣା କରିପାରେ ସେନା ।…

କଣ ୧୮ ବର୍ଷ ପୂର୍ବରୁ ରଖିହେବ ଶାରୀରିକ ସମ୍ପର୍କ ? ସୁପ୍ରିମକୋର୍ଟରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉତ୍ତର କଣ…

କଣ ୧୮ ବର୍ଷ ପୂର୍ବରୁ ରଖିହେବ ଶାରୀରିକ ସମ୍ପର୍କ ? କଣ କହୁଛି ସାମ୍ବିଧାନିକ ଆଇନ ? ଶାରୀରିକ ସମ୍ପର୍କ ରଖିବା ପାଇଁ କେଉଁ ବୟସ ଠିକ? ସୁପ୍ରିମକୋର୍ଟରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉତ୍ତର କଣ ଥିଲା ଚାଲନ୍ତୁ ଜାଣିବା... ଗୋଟିଏ ସମୟ ଥିଲା ଯେଉଁଠି ନାବାଳକ ଓ ନାବାଳିକାଙ୍କୁ ସହମତିରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର… ୪% ବୃଦ୍ଧି ହୋଇପାରେ DA, ଜାଣନ୍ତୁ କେବେ ଘୋଷଣା ହେବ

ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଖୁବ୍ ଶୀଘ୍ର ଜୁଲାଇ ମାସରୁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏଥର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ଏବଂ DR ୫୮ ପ୍ରତିଶତ ବୃଦ୍ଧି କରିପାରନ୍ତି। ଏହି ବୃଦ୍ଧି ଅଗଷ୍ଟରେ ଘୋଷଣା କରାଯାଇପାରେ। ମେ…

ସଡ଼କ ସୁରକ୍ଷାକୁ ଉନ୍ନତ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ୨୦୨୬ ଜାନୁଆରୀରୁ ଲାଗୁ କରାଯିବ ଏହି ବ୍ୟବସ୍ଥା

ସଡ଼କ ସୁରକ୍ଷାକୁ ଉନ୍ନତ କରିବାକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।  ଦେଶରେ ବିକ୍ରି ହେଉଥିବା ସମସ୍ତ ନୂତନ ଦୁଇଚକିଆ ଯାନରେ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ବା ABS ଉପଲବ୍ଧ ହେବ ।  ୨୦୨୬ ଜାନୁଆରୀ ଠାରୁ ଏହି ବ୍ୟବସ୍ଥା ଲାଗୁ କରାଯିବ।  ଦୁଇ ଚକିଆ ଯାନର ସମସ୍ତ କମ୍ପାନୀକୁ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ନୂଆ ବିଜ୍ଞପ୍ତି ଜାରି, ଏୟାରପୋର୍ଟ ପାଖରେ ରହିବନି ଉଚ୍ଚ କୋଠା ଏବଂ ଗଛ

ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ । ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଗୋଟିଏ ସପ୍ତାହ ପରେ କେନ୍ଦ୍ର ସରକାର ଏହି ନୂଆ ନିଷ୍ପତ୍ତି ନେଇଛନ୍ତି । ବିମାନ ବନ୍ଦର ନିକଟରେ ଥିବା ଘର ଓ ଗଛର ଉଚ୍ଚତା କମିବ । ଏନେଇ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘର ମାଲିକମାନଙ୍କୁ ନୋଟିସ୍ ଦିଆଯିବ ।…

ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ନୂଆ ନିର୍ଦ୍ଦେଶ, ଡାକ୍ତରଙ୍କୁ ଭେଟି ପାରିବେ ନାହିଁ ମେଡିସିନ ରିପ୍ରେଜେଣ୍ଟଟେଟିଭ

ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ(DGHS)ରୁ ଆସିଲା ବଡ ନିଷ୍ପତ୍ତି । ସମସ୍ତ କେନ୍ଦ୍ର ସରକାରୀ ଡାକ୍ତରଖାନାରେ ଏମଆରମାନେ ଡାକ୍ତରମାନଙ୍କୁ ଭେଟିବା ପାଇଁ ଭିଡ ଜମାଇ ପାରିବେ ନାହିଁ । ତେଣୁ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି DGHS  ।  ଏହି…

ସରକାର ଆରମ୍ଭ କରିଛନ୍ତି ନୂଆ ସ୍କିମ୍, ଟପ୍-ଅପ୍ ଏବଂ PPF ଭଳି ପାଇବେ ଲାଭ

ସରକାର ଏକ ସ୍କିମ୍ ଆରମ୍ଭ କରିଛନ୍ତି। ଏହି ସ୍କିମ୍ ପାଇଁ ଆବେଦନ ୱିଣ୍ଡୋ ୧ ଏପ୍ରିଲ, ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ୩୦ ଜୁନ୍, ୨୦୨୫ ରେ ବନ୍ଦ ହେବ । ଏପରି ପରିସ୍ଥିତିରେ, ଏହି ସୁଯୋଗ କେବଳ ଆପଣଙ୍କ ପାଇଁ ୩୦ ଜୁନ୍ ପର୍ଯ୍ୟନ୍ତ ରହିବ । ଯଦି କେହି ଜୁନ୍ ୩୦ ସୁଦ୍ଧା ଏହି ସ୍କିମ୍ ଅଧୀନରେ…