Browsing Tag

central team visit

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ, ବୁଲି ଦେଖିଲେ ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ

ଯାଜପୁର (କେନ୍ୟୁଜ): ବନ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଯାଜପୁରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ। ଆଜି ଅପରାହ୍ନରେ ଏହି ଟିମ ରସୁଲପୁର ବ୍ଳକର ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସାମିଲ ହୋଇ…

କିସ ଭିଜିଟରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ

କିସ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । କିସ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଛାତ୍ରୀମାନେ ଫୁଲମାଳ ସହ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ତାଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ…

ଫନି କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ୪ଜଣିଆ କେନ୍ଦ୍ରୀୟ ଟିମ୍

କେନ୍ୟୁଜ୍: ଫନି କ୍ଷୟକ୍ଷତିର ଆକଳନ ପାଇଁ ପୁଣି ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌। ଗତକାଲି ରାତିରେ ଆସି ପହଞ୍ଚିଛନ୍ତି ୪ଜଣିଆ କେନ୍ଦ୍ରୀୟ ଟିମ। ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଦଳ ଆଜି ପ୍ରଥମେ ସତ୍ୟବାଦୀରେ ପହଞ୍ଚିଛନ୍ତି। ସେଠାରୁ ପୁରୀ…

ତିତ୍‌ଲି କ୍ଷୟକ୍ଷତି ଆକଳନ, ଗଜପତି ଓ ଗଂଜାମ ଗସ୍ତ କରିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର(କେନ୍ଯୁଜ୍):  ତିତ୍‌ଲି କ୍ଷୟକ୍ଷତି ଆକଳନ କରିବ ୮ ଜଣିଆ କେନ୍ଦ୍ରୀୟ ଟିମ । କେନ୍ଦ୍ର ଗୃହ ଯୁଗ୍ମ ସଚିବ ଏସ. କେ ସାହିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ୨ ଭାଗରେ ବିଭକ୍ତ ହୋଇ କ୍ଷୟକ୍ଷତି ଆକଳନ କରିବେ । ତିତଲିରେ ସବୁଠୁ ଅଧିକ ପ୍ରଭାବିତ ଗଜପତି ଓ ଗଂଜାମ ଗସ୍ତ କରି କ୍ଷୟକ୍ଷତିର…