ବିଜୁଳି କାଟ୍ ଡ୍ରାଇଭକୁ ୧୦ ଦିନ ସ୍ଥଗିତ ରଖିଲା ସେସୁ, ସୂଚନା ଦେଲେ ସେସୁ ସିଇଓ ଅରୁଣ ବୋଥ୍ରା
ବିଜୁଳି କାଟ୍ ଡ୍ରାଇଭକୁ ୧୦ ଦିନ ସ୍ଥଗିତ ରଖିଲା ସେସୁ । ଆସନ୍ତା ୧୬ ତାରିଖ ଯାଏ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ୧୮ ଦିନ ଧରି ବିଜୁଳି କାଟ୍ ଡ୍ରାଇଭ ଚାଲିଥିବା ବେଳେ ୭୨ କୋଟି ୬୬ ଲକ୍ଷ ଟଙ୍କା ବକେୟା ଆଦାୟ ହୋଇଛି । ସେଭିତରୁ ୭ କୋଟି ୩୩ ଲକ୍ଷ ଟଙ୍କା…