Browsing Tag

chadak yatra

ପ୍ରସିଦ୍ଧ ଚଡକ ଯାତ୍ରାର ଆଜି ଅନ୍ତିମ ପର୍ବ ତଥା ପାଟ ପର୍ବ, ଜନସମୁଦ୍ର ପାଲଟିଛି ପୀଠ

ବିଶ୍ବ ପ୍ରସିଦ୍ଧ ବାବା ଚନ୍ଦନେଶ୍ବର ଶୈବପୀଠରେ ଅନୁଷ୍ଠିତ ହେଉଥିବା ଚଡକ ଯାତ୍ରାର ଆଜି ହେଉଛି ପାଟ ପର୍ବ। ଗତକାଲି ଅନୁଷ୍ଠିତ ହୋଇଥିଲା ମହାନୀଳ ପର୍ବ। ନୀଳ ପର୍ବରେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ଥମ୍ବୀ କାଠ ଉଠାଇ ମନ୍ଦିର ଚତୁର୍ପାର୍ଶ୍ବରେ ପରିକ୍ରମା କରାଯାଇ ନିତୀକାନ୍ତି ସମାପନ…