ନବରାତ୍ରୀଠାରୁ ଚମକିବ ଭାଗ୍ୟ, ଏହି ୩ରାଶିର ଲୋକଙ୍କ ଉପରେ ହେବ ଧନର ବର୍ଷା
ହିନ୍ଦୁ ଧର୍ମ ଅନୁଯାୟୀ ନବରାତ୍ରୀ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ନବରାତ୍ରୀ ପୂଜା ନଅ ଦିନ ଧରି ପାଳନ କରାଯାଇଥାଏ । ଗୋଟିଏ ବର୍ଷରେ ୪ଟି ନବରାତ୍ରୀ ରହିଛି । ଏଥିରେ ୨ଟି ପ୍ରତ୍ୟକ୍ଷ ଓ ୨ଟି ଗୁପ୍ତ ନବରାତ୍ରୀ ରହିଛି । ପ୍ରତ୍ୟକ୍ଷ ନବରାତ୍ରୀ ପୂଜା ଚୈତ୍ର ମାସରେ ପାଳନ କରାଯାଇଥାଏ । ଏହି ନଅ…