Browsing Tag

challan

କାନ୍ଧକଟା ଶାର୍ଟ ପିନ୍ଧି ବାଇକ୍‌ ଚଲାଇଲେ କ’ଣ କଟିବ କି ଚାଲାଣ! ବାହାରକୁ ଯିବା ପୂର୍ବରୁ ଜାଣି ନିଅନ୍ତୁ ନିୟମ

କ’ଣ ଆପଣ ଯାତାୟାତ ସମ୍ବନ୍ଧୀୟ ସମସ୍ତ ନିୟମ ବିଷୟରେ ଜାଣିଛନ୍ତି କି? ବାସ୍ତବରେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ଏହା ସମ୍ଭବ ନୁହେଁ ଯେ ସେ ସବୁ ନିୟମ ବିଷୟରେ ଭଲ ଭାବରେ ଜାଣି ପାରିବ। ଏହି କାରଣରୁ ଅନେକ ବାର ଲୋକେ ଭୁଲ୍‌ ସୂଚନାର ଶିକାର ହୋଇ ଯାଆନ୍ତି। ଏମିତିରେ ଲୋକଙ୍କୁ ପ୍ରତ୍ୟେକ ନୂଆ…

ନ ଭାବିଚିନ୍ତି ହର୍ନ ବଜାଇଲେ କଟିବ ଚାଲାଣ, ହଜାର ଟଙ୍କା ତଣ୍ଡ ଗଣିପାରନ୍ତି ଆପଣ

ରାସ୍ତା ଉପରେ ଗଲେ ଆମକୁ ଅନେକ ନିୟମକୁ ପାଳନ କରିବାକୁ ହୁଏ ଏ କଥା ତ ଆମେ ସମସ୍ତେ ଜାଣିଛନ୍ତି। ମୋଟର ବାହନ ସହିତ ରାସ୍ତାରେ ଗଲେ ଆମକୁ ଯାତାୟାତ ନିୟମକୁ ପାଳନ କରିବା ଉଚିତ। କାହାକୁ ବି ଯଦି କୌଣସି ପ୍ରକାର ଯାତାୟାତ ନିୟମର ଉଲଙ୍ଘନ କରୁଥିବା ମିଳିଲେ ତାହେଲେ ତାଙ୍କ ବିରୋଧରେ…

ବାଇକରେ ଥିଲା କମ ପେଟ୍ରୋଲ ! ଟ୍ରାଫିକ ପୋଲିସ କାଟିଲେ ୨୫୦ ଟଙ୍କାର ଚାଲାଣ

ଚାଲାଣର ଏକ ରସିଦ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମାମଲାଟି କେରଳରେ ଘଟିଛି । ଘଟଣାଟି ଟିକେ ଅଦ୍ଭୁତ । ଏଠି ଜଣେ ବ୍ୟକ୍ତିଙ୍କ ଠାରୁ ଏଥିପାଇଁ ଚାଲାଣ କଟାଯାଇଛି କାହିଁକି ନା ସେ ନିଜ ଗାଡ଼ିରେ ପର୍ଯ୍ୟାପ୍ତ ଇନ୍ଧନ ନଥାଇ ଚଳାଉଥିଲେ । ଅର୍ଥାତ ବ୍ୟକ୍ତି ଜଣଙ୍କ ନିଜ ବାଇକରେ…

ଏବେ ଆଉ କଟିବନାହିଁ ଓଭର ସ୍ପିଡିଙ୍ଗ୍‌ ଚାଲାଣ, ଏହି ୫ ଆପ୍ସ ବଞ୍ଚାଇବ ହଜାର ହଜାର ଟଙ୍କା

ଏବେ ଚାଲାଣରୁ ବର୍ତ୍ତିବେ ଚାଳକ। ଆଉ କଟିବନି ଓଭରସ୍ପିଡିଙ୍ଗ୍‌ ଚାଲାଣ। ହଁ ଦର୍ଶକବନ୍ଧୁ ଏବେ ଚାଳକଙ୍କୁ ମିଳିବ ସାମାନ୍ୟ ଆସ୍ୱସ୍ତି। ଆପଣ ଯାହା ଶୁଣୁଛନ୍ତି ଏକଦମ୍‌ ସତ। ଏଣିକି ଓଭରସ୍ପିଡିଙ୍ଗରେ କଟୁଥିବା ଚାଲାଣରୁ ବର୍ତ୍ତିବେ ଚାଳକ। ଦିଲ୍ଲୀ ଏବଂ ଅନେକ ସହରରେ ସ୍ପିଡ ଲିମିଟର ପାଳନ ନକରିବା…

ହେଲ୍‌ମେଟ ପିନ୍ଧିଲେ ବି କଟିବ ୨୦୦୦ ଟଙ୍କା ଚାଲାଣ! ସାବଧାନ ରୁହନ୍ତୁ ବାଇକ୍‌ ଓ ସ୍କୁଟର ଚାଳକ

ନୂଆ ଟ୍ରାଫିକ୍‌ ନିୟମ ଅନୁସାରେ, ଏବେ ହେଲ୍‌ମେଟ ପିନ୍ଧିବା ପରେ ମଧ୍ୟ ଆପଣଙ୍କର ୨୦୦୦ ଟଙ୍କା ଚାଲାଣ କଟିପାରେ। ତେବେ ଏହା କେମିତି ହୋଇପାରିବ, ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ। ବାସ୍ତବରେ ମୋଟର ଭେହିକଲ୍‌ ଆକ୍ଟ ଅନୁସାରେ, ମୋଟର ସାଇକେଲ, ସ୍କୁଟର ଆଦି ଚଲାଇବା ବେଳେ ଯଦି ଆପଣ…

ଖାତିର ନାହିଁ! ୭ ବର୍ଷରେ ୧୧୭ ଥର ଚାଲାଣ, ଦେଇ ନ ଥିଲେ ଗୋଟିଏ ବି ଟଙ୍କା; ଯାଞ୍ଚରେ ଧରା ପଡ଼ିବା ପରେ ପୋଲିସ ନେଲା ଏଭଳି…

ହାଇଦ୍ରାବାଦରେ ଟ୍ରାଫିକ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଧରିଛି, ଯାହାଙ୍କର ଏ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଲାଣି। ଏକ ନିୟମିତ ଗାଡ଼ି ଯାଞ୍ଚ ସମୟରେ ପୋଲିସ ଏହି ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଛି। ଗତ ୭ ବର୍ଷ ଧରି ବ୍ୟକ୍ତି ଜଣକ ପୋଲିସକୁ ଚକମା ଦେଇ ବିନା ହେଲ୍‌ମେଟରେ…

ରାସ୍ତାରେ ନୁହେଁ ଘରକୁ ଯାଇ ଟ୍ରାଫିକ ପୋଲିସ କାଟିଲେ ୧୪,୫୦୦ ଟଙ୍କାର ଚାଲାଣ

ଗଲା କିଛି ଦିନ ହେବ ସାରା ଦେଶରେ ଟ୍ରାଫିକ ନିୟମ ପାଳନ ନେଇ ଖୁବ ଧରପଗଡ଼ ଚାଲିଛି । ଏଥିରୁ ବା ଚଣ୍ଡୀଗଡ଼ ବାଦ ଯାଇଥାନ୍ତା କିପରି । ନିକଟରେ ଚଣ୍ଡୀଗଡ଼ ପୋଲିସ ଜଣେ ମୋଟର ଚାଳକ ମାଲିକଙ୍କ ଉପରେ ହଜାରେ କି ଦୁଇ ହଜାର ନୁହେଁ ବରଂ ୧୪,୫୦୦ ଟଙ୍କାର ଏକ ଚାଲାଣ କାଟିଛନ୍ତି । ଖାଲି ଏତିକି ନୁହେଁ…

ବିନା କାରଣରେ କଟିଲା ଚାଲାଣ, ଗାଡି ଓ ଗାଡ଼ି ମାଲିକ ଅଛନ୍ତି ଜୟପୁରରେ କିନ୍ତୁ ଚାଲାଣ କଟିଲା ଭୁବନେଶ୍ବରରେ

ଜୟପୁର(କେନ୍ୟୁଜ୍): ଗାଡି ଓ ଗାଡ଼ି ମାଲିକ ଅଛନ୍ତି ଜୟପୁରରେ । ହେଲେ ଗାଡିର ଚାଲାଣ କଟିଲା ଭୁବନେଶ୍ୱରରେ । ଏପରି ଘଟଣା ଏବେ ସାମ୍ନାକୁ ଆସିଛି । ଜୟପୁରରେ ଯୁବକ ତାପସ ନନ୍ଦଙ୍କ ଭୁବନେଶ୍ୱର ଆରଟିଓ-୨ରୁ ଚାଲାଣ ଆସିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତାଙ୍କ ପାଖକୁ ଏକ ମେସେଜ୍‌ ଆସିଥିଲା…

ଲାଜ ଲାଗୁନି. . .  ଶଗଡ଼ ଗାଡି ଏଇଟା ମଟର ଗାଡି ନୁହେଁ

ଡେରାଡୁନ୍: ବର୍ତ୍ତମାନ ସମୟରେ ନୂଆ ମୋଟର ଯାନ ଆଇନ ସମସ୍ତଙ୍କର ଗାଡି ଚାଳକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ପୋଲିସ ବାବୁଙ୍କ ପାଇଁ ପୁଷ ମାସ ପାଲଟିଛି। ଆଇନ ଉଲଂଘନ କରୁଥିବା ପ୍ରତ୍ୟେକ ଗାଡି ଚାଳକଙ୍କୁ ଧରି କାଟୁଛନ୍ତି ମୋଟାଅଙ୍କର ଜରିମାନା । ଏହି ଜରିମାନା କଟିବାରେ ପୋଲିସ ବାବୁ…

ଫାଇନ୍‌ରୁ ବର୍ତ୍ତିବା ପାଇଁ ଦେଖନ୍ତୁ କେମିତି ଉପାୟ ବାହାର କଲେ ଏହି ବ୍ୟକ୍ତି, ପୋଲିସ ବି ହୋଇଗଲା ଖୁସି

ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଦେଶସାରା ଲୋକେ ଚାଲାଣ ବା ଫାଇନକୁ ନେଇ ଚର୍ଚ୍ଚା କରୁଛନ୍ତି। କିଛି ଲୋକ ଏହି ନିୟମକୁ ବିରୋଧ କରୁଥିବା ବେଳେ ଆଉ କିଛି ଏହାକୁ ଠିକ୍‌ ବୋଲି କହୁଛନ୍ତି। ତେବେ ଏହାରି ଭିତରେ ଗୁଜରାଟର ବଡୋଦରାରେ ଜଣେ ବ୍ୟକ୍ତି ଚାଲାଣରୁ ବର୍ତ୍ତିବା ପାଇଁ ଏକ ନିଆରା…

ଯାଜପୁର ଏବେ ଗୋରୁ ମାଫିଆଙ୍କ କବଜାରେ, ବେଧଡକ ଚାଲିଛି ବେଆଇନ ଗୋ ଚାଲାଣ

ଯାଜପୁର ଜିଲ୍ଲାରେ ସକ୍ରିୟ ଗୋ ଚାଲାଣକାରୀ । ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରକୁ ବେଆଇନ ଭାବେ ଗୋ ଚାଲାଣ ହେଉଛି । ଜିଲ୍ଲାର ଛୋଟବଡ଼ ହାଟ ଏବେ ଗୋରୁ ମାଫିଆଙ୍କ କବଜାରେ । ଏହି ର‍୍ୟାକେଟରେ ପଡୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଗୋରୁ ମାଫିଆ ସାମିଲ ଥିବାବେଳେ ଏହାର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ…