Browsing Tag

Champions Trophy

ଚାମ୍ପିଅନ୍ସ ଟ୍ରଫି ପାଇଁ ୮ଟି ଟିମର ଜର୍ସି ଉନ୍ମୋଚନ, ଟିମ୍ ଇଣ୍ଡିଆ ଜର୍ସି ଦାମ୍ ୪୫୦୦ ଟଙ୍କା

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆରମ୍ଭ ୧୯ ଫେବୃଆରୀରୁ ହେବ । ଏହାପୂର୍ବରୁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସମସ୍ତ ଟିମ୍ ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ନିଜର ଜର୍ସି ଲଞ୍ଚ କରିଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ କେଉଁ ଟିମର ଜର୍ସି ଦାମ୍ ମହଙ୍ଗା ଏବଂ କାହାର କମ୍ ରହିଛି । ଅନେକ ଟିମର…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା, ଫିଲ୍ଡିଂ କରୁଥିବା ସମୟରେ ଫାଟିଗଲା ରଚିନଙ୍କ ଆଖିପତା

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା ଲାଗିଛି । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ଟ୍ରାଇ ସିରିଜ ଖେଳାଯାଉଛି । ଟ୍ରାଇ ସିରିଜର ଏକ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚକୁ ନ୍ୟୁଜିଲାଣ୍ଡ ୭୮ ରନରେ ଜିତିନେଇଛି…

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଅଫିସିଆଲ ଗୀତ ରିଲିଜ, ଆତିଫ ଗାଇଲେ ଗୀତ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଅଫିସିଆଲ ଗୀତ ରିଲିଜ ହୋଇଛି । ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଅଫିସିଆଲ ଗୀତ ନାଁ ଜିତୋ ବାଜି ଖେଲ କେ’ ରହିଛି । ଏହି ଗୀତକୁ ପାକିସ୍ତାନର ଲୋକପ୍ରିୟ ଗାୟକ ଆତିଫ ଅସଲମ ଗାଇଛନ୍ତି । ଆଇସିସି ନିଜର ଅଫିସିଆଲ ସାଇଟରେ…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ପାକିସ୍ତାନ ସରକାର ନେଲେ ବଡ଼ ନିଷ୍ପତ୍ତି, ଟ୍ରାଇ ସିରିଜ ପାଇଁ ନିୟୋଜିତ ହେଲା ଆର୍ମି

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଆଇ ମାତ୍ର ୧୫ ଦିନ ବାକି ଅଛି । ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ପାକିସ୍ତାନ ସରକାର ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା : ରୋହିତ ଅଧିନାୟକ, ଗିଲ୍ ଉପ ଅଧିନାୟକ, ଫେରିଲେ ଶାମି

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଟିମ୍ ଘୋଷଣା କରିଛି ଭାରତ । ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ରୋହିତ ଶର୍ମା ଅଧିନାୟକ ରହିଥିବା ବେଳେ ଉପ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଦାୟିତ୍ବ ମିଳିଛି । ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଫ୍ୟାନ୍ସଙ୍କୁ ଲୁଟିବ ପାକିସ୍ତାନ କ୍ରିକେଟ ବୋର୍ଡ, ସବୁଠାରୁ ଶସ୍ତା ଟିକେଟ ବି ମହଙ୍ଗା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖୁବଶୀଘ୍ର ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଗତ ୨୯ ବର୍ଷ ମଧ୍ୟରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଆଇସିସି ଇଭେଣ୍ଟ ହେବ । ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍ ଭାଗ ନେବେ । ପାକିସ୍ତାନର ଲାହୋର,…

ପାକିସ୍ତାନକୁ ପୁଣି ଝଟକା, ଚାମ୍ପିଅନ୍ସ ଟ୍ରଫି ଫଟୋଶୁଟ ପାଇଁ ପାକିସ୍ତାନ ଯିବେନି ରୋହିତ ଶର୍ମା

ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ୧୯ ଫେବୃଆରୀରୁ ହେବାକୁ ଯାଉଛି । ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ ନେଇ ଅପଡେଟ ଆସିଛି । ଚାମ୍ପିଅନ୍ସ ଟ୍ରଫି ପାଇଁ ଅଧିନାୟକ ଫଟୋଶୁଟ୍ ପାଇଁ ପାକିସ୍ତାନ ଯିବେନି ରୋହିତ ଶର୍ମା । ପାକିସ୍ତାନରେ ସମସ୍ତ ଟିମର ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀ ହେବାକୁ…

ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କୁ ଝଟକା, ଚାମ୍ପିଅନ୍ସ ଟ୍ରଫିର କିଛି ମ୍ୟାଚରୁ ବାଦ୍ ପଡିବେ ଜସପ୍ରୀତ ବୁମରା !

ଫେବ୍‌ଆରୀରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଖେଳିନପାରନ୍ତି । ଗ୍ରୁପ ଷ୍ଟେଜ ମ୍ୟାଚରୁ ବୁମରା ବାଦ୍ ପଡିପାରନ୍ତି । ବୁମରା ପିଠି ଯନ୍ତ୍ରଣାରେ ଛଟପଟ…

ଚାମ୍ପିଅନ୍ସ ଟ୍ରଫି ୨୦୨୫ : ଖୁବଶୀଘ୍ର ଟିମ୍ ଘୋଷଣା କରିବ ଟିମ୍ ଇଣ୍ଡିଆ, ରୋହିତ-ବିରାଟ ଖେଳିବା ନେଇ ମିଳିଲା ସଂକେତ

ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ୨୨ ଫେବ୍‌ଆରୀରୁ ହେବ । ଏଥିପାଇଁ ଟିମ୍ ଇଣ୍ଡିଆ ଜାନୁଆରୀ ଭିତରେ ଘୋଷଣା ହୋଇପାରେ । ଆଇସିସି ୧୨ ଜାନୁଆରୀରୁ ସମସ୍ତ ବୋର୍ଡ ପାଇଁ ତାରିଖ ଘୋଷଣା ହୋଇସାରିଛି । ଭାରତୀୟ ଟିମରେ ରୋହିତ ଶର୍ମା, ବିରାଟ…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସଂପୂର୍ଣ୍ଣ ଖେଳସୂଚୀ ଜାରି, ୨୩ ଫେବୃଆରୀରେ ଭାରତ ଓ ପାକିସ୍ତାନ ମ୍ୟାଚ୍

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସଂପୂର୍ଣ୍ଣ ଖେଳସୂଚୀ ଜାରି ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ । ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଚାମ୍ପିଅନ୍ସ…

ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ବିସିସିଆଇ ମଧ୍ୟରେ ବିବାଦ ତୁଟିଲା, ହାଇବ୍ରିଡ୍ ମୋଡ୍ ରେ ହେବ ଚାମ୍ପିଅନ୍ସ ଟ୍ରଫି

ଚାମ୍ପିଅନ୍ସ ଟ୍ରଫି ନେଇ ଥିବା ବିବାଦ ତୁଟିଲା । ହାଇବ୍ରିଡ୍ ମଡେଲରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ ବୋଲି ବିସିସିଆଇ ଓ ପିସିବି ମଧ୍ୟରେ ବୁଝାମଣା ହୋଇଛି । ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାବେଳେ ଦୁବାଇରେ ଅର୍ଥାତ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ ଭାରତର ସମସ୍ତ ମ୍ୟାଚ୍ ।…