Browsing Tag

champions trophy 2025

ଚାମ୍ପିଅନ୍ସ ଟ୍ରଫି ବିଜେତାଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ, ଟିମ୍ ଇଣ୍ଡିଆକୁ ଦେଲା ୫୮ କୋଟି

ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲା । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ ହାରିନଥିଲା ଟିମ୍ ଇଣ୍ଡିଆ । ଚାମ୍ପିଅନ୍ସ ଟ୍ରଫି ଟିମ୍ ଇଣ୍ଡିଆ ଜିତିବା…

ଅତି ଲୋଭରୁ ମୃତ୍ୟୁ, ପାକିସ୍ତାନର ୮୦୦ କୋଟି ଟଙ୍କା କ୍ଷତି

ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି କ୍ଷତିରେ ପଡିଛି । ପାକିସ୍ତାନୀ ବୋର୍ଡ ୨୦୨୫ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାରୁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିଛି । ବହୁ ଆଶା କରି କୋଟି କୋଟି ଟଙ୍କା ଲାଭ ଆଶାରେ ଦୀର୍ଘ ୨୯ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା…

ଚାମ୍ପିଅନ୍ସ ଟ୍ରଫି ପୁରସ୍କାର ବିତରଣ ଉତ୍ସବରେ କାହିଁକି ନଥିଲେ ପିସିବି ଅଧିକାରୀ, ଆଇସିସି ରଖିଲା ଜବାବ

ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ଟିମ୍ ୧୨ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ହାସଲ କରିଛି । ଏହାପରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଧଳା କୋର୍ଟ ଏବଂ ମେଡାଲ…

ଚାମ୍ପିଅନ୍ସ ଟ୍ରଫି ଧରି ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ, ରୋହିତ ବାହିନୀଙ୍କୁ ସ୍ବାଗତ କଲେ ଫ୍ୟାନ୍ସ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତି ସ୍ବଦେଶ ଫେରିଛି ଟିମ୍ ଇଣ୍ଡିଆ । ଏୟାରପୋର୍ଟରେ ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମା ଅଲଗା ଅଲଗା ମୁମ୍ବାଇ ପହଞ୍ଚିଛନ୍ତି । ସେହିପରି ହେଡ କୋଚ ଗୌତମ ଗମ୍ଭୀର, ହର୍ଷିତ…

ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ରୋହିତଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, ଦେଲେ ଶୁଭେଚ୍ଛା ବାର୍ତ୍ତା

ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିବା ୩ୟ ଭାରତୀୟ ଅଧିନାୟକ ହୋଇଛନ୍ତି । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଟାଇଟଲ ଜିତିଛି । ମ୍ୟାଚ ଜିତିବା ପରେ ସମସ୍ତ ଖେଳାଳିଙ୍କ ପରିବାର ଲୋକ ଗ୍ରାଉଣ୍ଡକୁ ଆସିଥିଲେ, ଆଉ ଟ୍ରଫି ସହିତ ଫଟୋ…

ଚାମ୍ପିଅନ୍ସ ଟ୍ରଫି ଫାଇନାଲ : ପୁରସ୍କାର ସମାରୋହରେ ଗାଏବ ଥିଲେ ଆୟୋଜକ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀ,…

ଦୀର୍ଘ ୧୨ ବର୍ଷ ପରେ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ଏହାକୁ ନେଇ ସମସ୍ତ ଭାରତୀୟ ପ୍ରେମୀଙ୍କ ମଧ୍ୟରେ ଖୁସିର ମାହୋଲ । ଆଇସିସି ଚାମ୍ପିଅନ୍ସ ଟ୍ରଫିର ମୁକୁଟ ହାସଲ କରିବା ପରେ ଅଧିକ ହଙ୍ଗାମା ସୃଷ୍ଟି କରୁଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜର ପ୍ରକୃତ ରୂପ ଦେଖାଇଛି ।…

ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ ହେବ ମାଲେମାଲ୍, ଫାଇନାଲ ହାରିଥିବା ଟିମ୍କୁ ମିଳିବ ବଡ଼ ପୁରସ୍କାର

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଆସନ୍ତାକାଲି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ଅପରାହ୍ନ ୨.୩୦ ମିନିଟରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ…

ଚାମ୍ପିଅନ୍ସ ଟ୍ରଫି ଦ୍ବିତୀୟ ସେମିଫାଇନାଲ : ଲାହୋରରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ,…

ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଦକ୍ଷିଣ ଆଫ୍ରିକା । ନ୍ୟୁଜିଲାଣ୍ଡ୍ ଗ୍ରୁପ୍ ‘ଏ’ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ ଆସିଥିବା ବେଳେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଟପ୍ପର । ଗ୍ରୁପ୍ ପର୍ଯ୍ୟାୟର ଶେଷ ଲିଗ୍ ଖେଳିବାକୁ ଦୁବାଇ ଗସ୍ତ କରିଥିବା ନ୍ୟୁଜିଲାଣ୍ଡ…

ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ , ୨୦୨୩ ବିଶ୍ବକପ ପରାଜୟର ପ୍ରତିଶୋଧ ନେଲା

ଦୁବାଇ : ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ ବିଜୟ ଲାଭ କରିଛି । ଫଳରେ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଏଥିସହ ୨୦୨୩ ବିଶ୍ବକପ ଫାଇନାଲ…

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ : ଅଷ୍ଟ୍ରେଲିଆ ଅଲଆଉଟ୍, ଭାରତ ଆଗରେ ୨୬୫ର ଟାର୍ଗେଟ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନ୍ କରି ଅଲଆଉଟ ହୋଇଛି । ଭାରତ ସାମ୍ନାରେ ୨୬୫ ରନର ଟାର୍ଗେଟ…

ଟ୍ରାଭିସ ହେଡଙ୍କ ୱିକେଟ ଯିବା ପରେ ଭାଙ୍ଗଡା ନାଚିଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀ ପ୍ରଥମ ବଲରେ ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ ହେଡଙ୍କ ୱିକେଟ ନେଇଥିଲେ । ଆଉ ଏହା ଦେଖି ମ୍ୟାଚ ମଝିରେ ବିରାଟ କୋହଲି ଭାଙ୍ଗଡା…

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ : ଟସ୍ ଜିତି ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, ଅପରିବର୍ତ୍ତିତ ଏକାଦଶ ସହ ମଇଦାନକୁ…

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ଟକ୍କର । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ରହିଥିବା ବେଳେ ଭାରତ ବୋଲିଂ କରିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଅପରିବର୍ତ୍ତିତ…