ସ୍କୁଲ ଛାତ୍ର ହଷ୍ଟେଲ କୋଠାରୁ ଡେଇଁ ଜୀବନ ହାରିବା ଘଟଣା , ୪ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ
ଚମ୍ପୁଆ : ଚମ୍ପୁଆ କେରଳା ଇଂରାଜୀ ମିଡିୟମ ସ୍କୁଲ ଛାତ୍ର ଆତ୍ମହତ୍ୟା ମାମଲାରେ ୪ଜଣଙ୍କୁ କୋର୍ଟଚାଲାଣ । ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଗତ ୧୨ ତାରିଖରେ ହଷ୍ଟେଲ ୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲା । ଏହି ଘଟଣାକୁ କେନ୍ଦ୍ରକରି ମୃତ ଛାତ୍ରଙ୍କ…